Education

ଡାବୁଗାଁ ପି ଏମ ସୂର୍ଯ୍ୟ, ଘର ଯୋଜନାର ଶୁଭାରମ୍ଭ

ଡାବୁଗାଁରେ ପିଏମ୍ ସୂଯ୍ୟଘର ଯୋଜନାର ଶୁଭାରମ୍ଭ

ଡାବୁଗାଁ, 6/8: ନବରଙ୍ଗପୁର ଜିଲ୍ଲାର କାବୁଗାଁ ବ୍ଲକ ସଦର ମହକୁମାରେ ପି ଏମ ସୂର୍ଯ୍ୟ ଘର ତଥା ମୁକ୍ତ ବିଜୁଳି ଯୋଜନାକୁ ଆରମ୍ଭ ହୋଇଯାଇଛି ବ୍ଲକର ବରିଷ୍ଠ ସାମ୍ବାଦିକ ତଥା ଜିଲ୍ଲା ସାମ୍ବାଦିକ ଗଗନ ଗନ୍ତାୟତଙ୍କ ଘରେ ଏହି ସୋଲାର ଳସେଇ ଶୁଭାରମ୍ଭ କରାଯାଇଥିବା “ବଳେ ବ୍ଳକର ବରିଷ୍ଠ ବିଜେପି ନେତା ରାଜଶେଖର ରାଓ ରାଜ୍ୟ କୃଷକ ମାର୍ଚା କାର୍ଯ୍ୟକାରିଣୀ ସଭ୍ୟ ଜୟନ୍ତ କୁମାର ପାତ୍ର, ପୂର୍ବତନ ପାପଡାହାଣ୍ଡି ଗଣ୍ଡଳ ସଭାପତି କ୍ଷେତ୍ର ମୋହନ ପାତ୍ର,

ଭୀମସେନ ଜେନା ପ୍ରମୁଖଙ୍କ ଉପସ୍ଥିତିରେ ଆଜି ଏହି ଯୋଜନାର ଶୁଭାରମ୍ଭକରାଯାଇଛି। ନବରଙ୍ଗପୁର ଜିଲ୍ଲା ପାଇଁ କ୍ଷେତ୍ର ମୋହନଂ ପାତ୍ର ଓ ଡାବୁଗାଁ ବ୍ଲକ ପାଇଁ ଜେ ରାଜ ଶେଖର ରାଓ ଏ ଦିଗରେ କାର୍ଯ୍ୟ କରୁଥିବା ସୂଚନା ମିଳିଛି।ଆଗାମୀ ଦିନରେ ଏହି ଯୋଜନା ବ୍ଲକର ସମସ୍ତ ଜନସାଧାରଣଙ୍କ ନିକ ନିକଟରେ ପହଂଚିବ ବୋଲି ଉପସ୍ଥିତ ସଦସ୍ୟ ଓ କର୍ମର୍କତାମାନେ ମତ ଦେଇଛନ୍ତି ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button