Education

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ 63ତମ ପ୍ରତିଷ୍ଠା ଦିବସ

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ୬୩ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର, ୦୫/୦୮: ଭାରତ ସରକାରଙ୍କ ଯୁଗାନ୍ତକାରୀ ଶିକ୍ଷାନୀତି ‘ଜାତୀୟ ଶିକ୍ଷାନୀତି ୨୦୨୦କୁ କାର୍ଯ୍ୟକାରୀ କରିବା ଦିଗରେ ଏନ୍.ସି.ଇ.ଆଁ.ଟି, ବିଶେଷକରି ଏହାର ପ୍ରମୁଖ ଅଂଶବିଶେଷ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନଗୁଡ଼ଇକ ଯେଭଳି ନିଷ୍ଠାର ସହ କାର୍ଯ୍ୟ କରୁଛନ୍ତି ତାହା ପ୍ରଶଂସନୀୟ ବୋଲି ଏନ୍.ସି.ଇ.ଆର.ଟିର ). ଟିର ନିର୍ଦ୍ଦେଶକ ପ୍ରଫେସରୀ ଦୀନେଶ ପ୍ରସାଦ ସକଲାନୀ ମତବ୍ୟକ୍ତି କରିଛନ୍ତି। ଆଜି ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ୬୩ତମ ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟଅତିଥ୍‌ ଭାବେ ଯୋଗଦେଇ ସେ କହିଥିଲେ ଯେ, ଶିକ୍ଷା କେବଳ ନମ୍ବର, ସାର୍ଟିଫିକେଟ, ପାସ୍ଫେଲ୍ ବ୍ୟବସ୍ଥା ଭିତରେ ସଙ୍କୁଚିତ ବ୍ୟବସ୍ଥା ନୁହେଁ, ଏହା ଶିଶୁଟିକୁ ସାମ୍ରଗିକ ଭାବେ ବ୍ୟକ୍ତିରୁ ବ୍ୟକ୍ତିତ୍ବ ଦିଗରେ ଅଗ୍ରସର କରାଇନିଏ, ଏହି ଅବସରରେ ସେ ପ୍ରତିଷ୍ଠାନର ବାର୍ଷିକ ମୁଖପତ୍ର ‘ପ୍ରତିବିମ୍ବ’ର ଉନ୍ମୋଚନ କରିଥିଲେ, ପ୍ରତିଷ୍ଠାନର ଅଧ୍ଯକ୍ଷା ପ୍ରଫେସର ମାନସୀ ଗୋସ୍ଵାମୀ ସ୍ଵଗତ ସମ୍ଭାଷଣ ପ୍ରଦାନ କରି ଗତ ବର୍ଷକ ମଧ୍ୟରେ ଛାତ୍ରଛାତ୍ରୀ ଓ ଅଧ୍ୟାପକ/ଅଧ୍ୟାପିକାଙ୍କ କୃ ତିତ୍ବ ଉପରେ ଆଲୋକପାତ କରିଥିଲେ । ଡ. କଳିଙ୍ଗ କେତକୀଙ୍କ ସଂଯୋଜନାରେ ଅନୁ ଅନୁଷ୍ଠିତ

ବିଶ୍ଵ ବିଦ୍ୟାଳୟର ପ୍ରାକ୍ତନ କୁଳପତି ପଦ୍ମଶ୍ରୀ ପ୍ରଫେସର ଆଦିତ୍ୟ ପ୍ରସାଦ ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇ

ଅଧ୍ଯକ୍ଷା ପ୍ରଫେସର ଗୋସ୍ଵାମୀ ପ୍ରଶଂସା କରିଥିଲେ, ପରେ ପରେ ପ୍ରତିଷ୍ଠାନର ଅବସର ପ୍ରାପ୍ତ କର୍ମ ଚାରୀ ବୃନ୍ଦଙ୍କୁ

ଭାରତର ପ୍ରାଚୀନ ନ ଶିକ୍ଷା ବ୍ୟବସ୍ଥା, ଗୁଡ଼ ଗୁରୁ ଶିଷ୍ୟ ପରମ୍ପରା ରା ଓ ସଂସ୍କୃତିର ବିବିଧତେ ଉପରେ ଆଲୋକପାତ କରିଥିଲେ, ଏହି ଅବସରରେ ଡ. ଜିନା କେ.ଜିଙ୍କ ମୁଖ୍ୟ ସମ୍ପାଦନା ଓ ଡ. ଦେବାଶିଷ ମହାପାତ୍ର, ଡ. ରାହୁଲ ସାହାନା, ଡ. ଦେବବ୍ରତ ବାଗୁଇ ଓ ଡ. ଚିନ୍ତାକୁନ୍ତଳା ମହେନ୍ଦ୍ରଙ୍କ ସମ୍ପାଦନାରେ ପ୍ରକାଶିତ ପ୍ରତିଷ୍ଠାନର ଇଂରାଜୀ-ହିନ୍ଦୀ-ଓଡ଼ିଆ-ବଙ୍ଗଳା ଭାଷାର

କରାଯାଇ ତୁଳସୀଚାରା ଓ ପୁଷ୍ପଗୁଚ୍ଛ ପ୍ରଦାନ ଯାଇ ସମ୍ବନ୍ଧି ତ କରି ବା ସହ ପୁରାତନ ଛାତ୍ର ସଂଘର କର୍ମକର୍ତ୍ତା, ସଦସ୍ୟ ସଦସ୍ୟାଙ୍କୁ ସମ୍ମାନ ପ୍ରଦାନ କରାଯାଇଥିଲା। ପରିଶେଷରେ ପ୍ରଶାସନିକ ଅଧିକାରୀ ଫୁଲଚାନ୍ଦ ମୀନା ଧନ୍ୟବାଦାର୍ପଣ କରିବା ପରେ ଓଡ଼ିଶୀ, ସମ୍ବଲପୁରୀ ସମେତ ପଶ୍ଚିମବଙ୍ଗ, ଉତ୍ତରାଖଣ୍ଡ, ପଞ୍ଜାବ, ହିମାଚଳ ପ୍ରଦେଶ ଆଦି ପ୍ରଦେଶର ନୃତ୍ୟ ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button