BusinessDIstrictEducationEntertainmentHealthNationNawarangpurOdishaPolitics

ଜିଲ୍ଲା ସ୍ତରୀୟ ଅଭିଯାନ, ଜିଲ୍ଲା ସ୍ତରୀୟ ସମ୍ପୁର୍ଣ୍ଣ ତ। ଅଭିଯ।ନ ସମ।ରୋହରେ ପ୍ରଧାନ ଶିକ୍ଷକ ସମ୍ବୋଦିତ

ନବରଙ୍ଗପୁର, ୦୪/୦୮: ଆକାଂକ୍ଷା ହ।ଟ ଜିଲ୍ଲାରୂପେ ଭାରତ ସରକାର ଓ ରାଜ୍ୟ ସରକାରଙ୍କ ଦ୍ବାରା ନବରଙ୍ଗପୁର ଜିଲ୍ଲା ପୁରସ୍କୃତ ହୋଇଛି। ଏଥୂପାଇଁ ସ୍ଥାନୀୟ ଜିଲ୍ଲା ପୋଲିସ ଜିଲ୍ଲାସ୍ତରୀୟ ପଡିଆରେ ସମ୍ପୂର୍ଣ୍ଣତା ଅଭିଯାନ ସମାରୋହ(ଆକାଂକ୍ଷା ହାଟ) ମହାଆଡମ୍ବରରେ ପାଳନ କରାଯାଇଛି । ଏହି ଉତ୍ସବରେ ପାପଡ଼ାହାଣ୍ଡି ବ୍ଲକ୍ ରପି.ଏମ୍.ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପଣ୍ଡିକୋଟର ପ୍ରଧାନ ଶିକ୍ଷକ ଶ୍ରୀ ଶିବଶଙ୍କର ସାମଲଙ୍କୁ ନବରଙ୍ଗପୁର ଜିଲ୍ଲାପାଳ ଡ଼କ୍ଟର ମହେଶ୍ବର ସ୍ବାଇଁ, ମାନ୍ୟବର ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀଶଙ୍କର ମାଝୀ ଏବଂ ଜିଲ୍ଲା ଶିକ୍ଷାଧୂକାରୀ ଶ୍ରୀ ଛତ୍ରପତି ସାହୁଙ୍କ ପୌରୋହିତ୍ୟରେ ସମ୍ବନ୍ଧିତ କରାଯାଇଛି । ପ୍ରକାଶ ଥାଉ କି ଶ୍ରୀ ସାମଲଙ୍କ ତତ୍ତ୍ୱାବଧାନରେ ଭକ୍ତ ବିଦ୍ୟାଳୟ ମୁଖ୍ୟ ମନ୍ତ୍ରୀ ଶିକ୍ଷା ପୁରସ୍କାର ଲାଭ କରିଥିଲେ । ଏହି ଉପଲକ୍ଷେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀଯୁକ୍ତ ଚିତ୍ତ ରଞ୍ଜନ ପଟ୍ଟନାୟକ,ଗୋଷ୍ଠୀ ଶିକ୍ଷା ଅଧୂକାରୀ ଶ୍ରୀଯୁକ୍ତ ସୁଦୀପୁ ଦାଶ, ବ୍ଲକର ପ୍ରଧାନଶିକ୍ଷକଗଣ, ଶ୍ରୀ ଶିବ ଶଙ୍କର ସାମଲ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button