Education

ଗ୍ରାମ ଉନ୍ନୟନ ବିଭାଗ ର ମହା ଦୁର୍ନୀତି ର ଚିତ୍ର

ଗ୍ରାମ୍ୟ ଉନ୍ନୟନ ବିଭାଗର ମହା ଦୁର୍ନୀତିର ଚିତ୍ର

ଉମରକୋଟ ,ତା: 30/7 :

ଲୋକଙ୍କ ସୁବିଧା ନିମନ୍ତେ ସରକାର ଗ୍ରାମରୁ ସହରକୁ ଯାତାୟାତ ନିମନ୍ତେ ପକ୍କା ସଡ଼କ ନିର୍ମାଣ କରିଥାନ୍ତି। କିନ୍ତୁ ସଡ଼କ ନିର୍ମାଣର । କିଛି ଦିନ ଗଲାପରେ ରେ ପରିଣତ ଶୋଚନୀୟ ଅବସ୍ଥାରେ ହୋଇଥିବା ଦେଖୁବାକୁ ମିଳିଛି। ଠିକାଦାର ଓ ବିଭାଗୀୟ ଅଧୂକାରୀଙ୍କ ମଧୁଚନ୍ଦ୍ରିକାରେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଉଥ‌ିବା ସଡ଼କରେ ଅଳ୍ପ ଦିନ ମଧ୍ୟରେ ଫାଟ ดูจิ ହେବା ସହ ଭୁଶୁଡି ପଡ଼ିଲାଣି। ଏଭଳି ଏକ ଦୃଶ୍ୟ ଦେଖୁବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ

ଅଧୀନରେ ଥିବା ଡାଇବେ ଅନ୍ତର୍ଗତ ବେହେଡା ପଞ୍ଚାୟତ ଡାଇବେଡା ଗ୍ରାମରୁ ସଂଯୋଗ କରୁଥୁବା ଶିରାଗୁଡା ଗ୍ରାମକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ନିର୍ମାଣ କରାଯାଇଥୁବା ସଡ଼କର ଦୃଶ୍ୟ।

ଉକ୍ତ ସଡ଼କଟି ନିର୍ମାଣ କରିବାର ଦୁଇ ମାସ ମଧ୍ୟରେ ରାସ୍ତାରେ ଫାଟ ସୃଷ୍ଟି ହେଲାଣି, ପିଚୁ ଉଠିଗଲାଣି ଓ ଭୁଶୁଡି ପଡ଼ିଲାଣି। ରାସ୍ତା ନିର୍ମାଣର କୌଣସି ଫଳକ ନାହିଁ, ପ୍ରତ୍ୟେକ ଦିନ ସେହି ରାସ୍ତା ଦେଇ ଯାଉଥିବା ଲୋକ ଭୟରେ ଯାତାୟାତ କରୁଥିବା ଜଣାପଡିଛି।

ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ ଯୋଗାଯୋଗ ହୋଇପାରୁନି। ଏକଜୁଟିଭ ଇଞ୍ଜିନିୟର

ଓ ଏସଡ଼ିଓଙ୍କୁ ବି ଯୋଗାଯୋଗ ହେଉନି କି କୌଣସି ତଥ୍ୟ ସଠିକ ଭାବେ ମିଲିପରୁନି। ଏବିଷୟରେ ପିଡି ବିରଞ୍ଚି ନାରାୟଣ ନାରା ଦରୁଆନଙ୍କୁ କ‌ହି ବାରୁ ଯୋଗେ ପ୍ରତିଶ୍ର ରାସ୍ତାର ତଦନ୍ତ କରିବି ବୋଲି ଫୋନ ଗେ ପ୍ରତିଶୃତି ଦେଇଛନ୍ତି । ବର୍ତ୍ତମାନ ଦେଖୁବାକୁ ବାକି ରହିଲା ପିଡି ଦେଇଥୁବା ପ୍ରତିଶୃତି କେବେ କାର୍ଯ୍ୟ ରେ ପରିଣତ ହେବ ? ଦୁଇ ମାସର ରାସ୍ତା ଅର୍ଥ ଖାଇଗଲେ କି ବିଭାଗୀୟ ଅଧୁକାରୀ ଓ ଠିକାଦାର । ନାହିଁ ନଥୁବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସି। ଏହା କଣ ବିକଶିତ ଓଡ଼ିଶା ପ୍ରଶ୍ନ ଉଠିଛି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button