Education


ଭାଙ୍ଗିଲାନି ଡାକ୍ତରଙ୍କ ନିଦ ଚାଲିଗଲା ଯୁବକଙ୍କ ଜୀବନ

sambad.in

ମିରଟ: ଦୁର୍ଘଟଣା ପରେ ଚିକିତ୍ସା ନପାଇ

ଚାଲିଗଲା ଯୁବକଙ୍କ ଜୀବନା ଦୁର୍ଘଟଣା ଏତେ ଗମ୍ଭୀର ନଥିଲେ ମଧ୍ଯ ଠିକ୍ ସମୟରେ ଚିକିତ୍ସା କରାନଯିବାରୁ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି ଏହି ଅଭାବନୀୟ ଘଟଣା ମିରଟରେ ଥିବା ସରକାରୀ ଡାକ୍ତରଖାନାରେ ଘଟିଛି। ଅଭିଯୋଗ ହୋଇଛି ଯେ, ଡାକ୍ତର ହସ୍ପିଟାଲରେ ଥାଇ ବି ଚିକିତ୍ସା କରିନଥ୍‌ଲୋ କାରଣ ଥିଲା ନିଦା କାମ ଛାଡ଼ି ଡାକ୍ତର ବାବୁ ଶୋଇ ପଡ଼ିବାରୁ ଯୁବକଙ୍କ ଚିକିତ୍ସା ପାଇଁ ଆସିନଥିଲେ, ଯାହା ଫଳରେ ଅଧ‌ିକ ରକ୍ତସ୍ରାବ ହୋଇ ଯୁବକଙ୍କ ମୃତ୍ୟୁ ହୋଇଥିଲା I

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button