Education

ବି ଏଡ୍ ପ୍ରାଥୀ ଙ୍କ ପାଇଁ ଖୁସିର ଖବର

ବିଏଡ୍ ପ୍ରାର୍ଥୀଙ୍କ ପାଇଁ ଖୁସି ଖବର

କନିଷ୍ଠ ଶିକ୍ଷକଙ୍କୁ ମିଳିବ ନିଯୁକ୍ତି ସୁଯୋଗ

କଟକ, (ଓଡ଼ିଶା ଷ୍ଟାଟ୍ନ୍ୟୁ ନ୍ୟୁ ଜ) : ରାଜ୍ୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି କ୍ଷେତ୍ରରେ ଦୁଇବର୍ଷିଆ ବିଏଡ୍ ପାଠ୍ୟକ୍ରମ ସଂପୂର୍ଣ୍ଣ କରିଥିବା ପ୍ରାର୍ଥୀଙ୍କୁ ସୁଯୋଗ ଦେବାକୁ ଓଡିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସ୍ନାତକ ପରେ ଦୁଇବର୍ଷିଆ ବିଏଡ୍ (ସ୍ଵତନ୍ତ୍ର ଶିକ୍ଷା) ପାସ୍‌ କରିଥିବା ‌‌ ଆବେଦନକାରୀଙ୍କୁ ଅଯୋଗ୍ୟ ଘୋଷଣା ୨୫ରେ ପ୍ରଦାନ କରାଯାଇଥିବା ନିର୍ଦ୍ଦେଶକୁ ହାଇକୋର୍ଟ ରଦ୍ଦ କରି ଦେଇଛନ୍ତି । କନିଷ୍ଠ ଶିକ୍ଷକ ପଦ ପାଇଁ ୨୦୨୩ ସେପ୍ଟେମ୍ବର ୧୦ର ବିଜ୍ଞପ୍ତି ଆଧାରରେ ଅନୁଷ୍ଠିତ ନିଯୁକ୍ତି ପ୍ରକ୍ରିୟାର ପ୍ରକାଶିତ ପ୍ରୋଭିଜନାଲ୍ ମେଧା ତାଲିକାରେ ଆବେଦନ‌କାରୀଙ୍କ ନାଁ ପୁନଃସ୍ଥାପିତ କରାଯିବ। ଏହାପରେ ଆବେଦନକାରୀଙ୍କ ନିଯୁକ୍ତି ପ୍ରସଙ୍ଗରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି।

ସହିତ ତାଙ୍କ ପ୍ରାର୍ଥୁତ୍ବ ଖାରଜ କରି ୨୦୨୪ ଜୁଲାଇ ୧୧

ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ ଓ ମାନସ ରଞ୍ଜନ ପାଠକଙ୍କୁ ନେଇ ଗଠିତ ଖଣ୍ଡପୀଠ ସନ୍ତୋଷ କୁମାର ବେହେରାଙ୍କ ପକ୍ଷରୁ ଦାୟର ରିଟ୍ ଅପିଲର ପିଲର ଶୁଣାଣି କରି ଏହି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ପ୍ରାର୍ଥୀବ ଖାରଜ ନିର୍ଦ୍ଦେଶକୁ ବିରୋଧ କରି ଆବେଦନକାରୀ ଦାୟର କରିଥିବା ଆବେଦନକୁ ୨୦୨୪ ଅକ୍ଟୋବର ୪ରେ ଜଣିକିଆ

ବିଚାରପତିଙ୍କ ନେଇ ଗଠିତ ଖଣ୍ଡପୀଠ ଅଗାଜ୍ୟ କରିଥଲେ ।

ଗୋବିନ୍ଦା ତ୍ରିପାଠୀ 84805 56478

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button