ଖଲୁଆ ବିଶ୍ରାମାଗାର ରକ୍ଷଣାବେକ୍ଷଣ ଦୂରାବସ୍ଥ।
ଦୁରବସ୍ଥାରେ ଖଲୁଆ ଯାତ୍ରୀ ବିଶ୍ରାମାଗାର
ଖଲୁଆ ବିଶ୍ରାମାଗାର।
ନନ୍ଦପୁର,୨୬/୭
ଲୋକଙ୍କ ସୁବିଧା ପାଇଁ ପୂର୍ବ ନିର୍ମିତ ନନ୍ଦପୁର ବ୍ଲକ୍ ଖ୍ଲୁଆ ଯାତ୍ରୀ ବିଶ୍ରା ବିଶ୍ରାମାଗାର ରକ୍ଷଣାବେକ୍ଷଣ ଅଭା ଭାବରୁ ଦୂରବସ୍ଥାରେ ରହିଛି। ହଁଛି। ପୂର୍ବ ସରକା କାରଙ୍କ ଲକ୍ଷ୍ମୀ ବସ୍ ଯୋଜନାରେ ରାସ୍ତା ଛକରେ ଯାତ୍ରୀଙ୍କ ସୁବିଧା ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟରେ ଯାତ୍ରୀ ବିଶ୍ରାମଗାର ନିର୍ମାଣ କରାଯାଇଥିଲା। ଲୋକ ବସିବାକୁ ଷ୍ଟିଲ ତୃଷାର କାନ ମହାନ ବେଞ୍ଚ ସହ ଲୁହା ରେଲିଂ, ଲକ୍ଷ୍ମୀବସ୍ର ରୁଟ ଚାର୍ଟ, ସମୟ ସାରଣୀ: ସହ ବ୍ଲକ୍ ଅଞ୍ଚଳ ର ସ୍ଥାନିତ ହୋଇଥିଲା! ରାଜ୍ୟ ସରକାର ଓ ପୂର୍ବତନ ମୂଖ୍ୟମନ୍ତ୍ରୀ ବସ୍ ସେବା ଯୋଜନାରେ ବସ ଚଳାଚଳ ଜାରି ରଖୁଣ୍ଟ୍.. ନିର୍ମିତ ବିଶ୍ରାମଗାରର ରକ୍ଷଣବେକ୍ଷଣ ନେଇ
କୌଣସି ବ୍ୟବସ୍ଥା ଓ ଧ୍ଯାନ ଦିଆଯାଉ ନ ଥୂବା ଦେଖିବାକୁ ମିଳିଛ। ବିଶ୍ରାମଗାରରେ ପଡିଥିବ ଥ୍ବା ବେଞ୍ଚଗୁଡ଼ିକ ଭାଙ୍ଗି ରୁଜି ଯାଇଛି। ପରିସରରେ ଅଳିଆ ଆ ଆବର୍ଜନା ଭରି ରହିଛି। ଲାଗିଥିବା ମାନଚିତ୍ର ଓ ଲୁହା ରେଲିଂକୁ ଦୁର୍ବୃତ୍ତମାନେ ନେ ଭାଙ୍ଗି ନଷ୍ଟ କରି ଦେଇଛନ୍ତି । ନନ୍ଦପୁର ବ୍ଲକ ସଦର ମହକୁମା, ଭଟାବିର, ସାତସମିଳୀ, ହାଣ୍ଡିପୁଟ, ବାଲଡ଼ା, କୁଲାବିର, ବାଡେଲ, ପାଡୁଆ ବଡଦେବତା ମନ୍ଦିର, ଚାଟୁଆ ଯାତ୍ରୀ ବିଶ୍ରାମଗାରର ମଧ୍ୟ ସମାନ ସ୍ଥିତି। ଏହି ବିଶ୍ରାମଗାରଗୁଡ଼ିକର ସୁରକ୍ଷା, ପାନୀୟ ଜଳ ଗୁଡ଼ିକ ପାଦିର ବ୍ୟବସ୍ଥା ନ ଥିବା କୁହାଯାଉଛି। ବର୍ଷା ଓ ଖରା ଦିନରେ ଯାତ୍ରୀଙ୍କୁ ଆଶ୍ରୟ ଦେଉଥିବା ଏଭଳି ବିଶ୍ରାମଗାରଗୁଡ଼ିକର କଷ୍ଟାନ୍ତ ଲାଭ ପ୍ରଦାହିଁଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି।