
ଭିଜିଲାନ୍ସ ଜାଲରେ କନିଷ୍ଠ ରାଜସ୍ୱ ସହାୟକ
ଭୁବନେଶ୍ୱର, ୨୫/୭ : କ। ଗଳ ପତ୍ର ଦେବା ଲାଗି ଲାଞ୍ଚ ନେବା ବେଳେ ଭୁବନେଶ୍ୱର ଉପ-ଜିଲାପାଳଙ୍କ କାର୍ଯ୍ୟାଳୟର କନିଷ୍ଠ ରାଜସ୍ୱ ସହାୟକ ସୌରଭ ତ୍ରିପାଠୀ ଶୁକ୍ରବାର
୩୦ ହଜାର ଲାଞ୍ଚ ନେଇ ଧରାପଡ଼ିଲେ ବର୍ଷକ ତଳେ କରିଥିଲେ ଚାକିରି
ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଭିଜିଲାନ୍ସ ଦଳ ତାଙ୍କ ନିକଟରୁ ରାସାଯନିକ ପ୍ରଲେପ ଥୁବା ୩୦ ହଜାର ଲାଞ୍ଚ ଟଙ୍କା ଜବତ କରିଛି। ସୌରଭଙ୍କୁ ନିଜ ହେପାଜତକୁ ନେଇ ଭିଜିଲାନ୍ସ ପଚରାଉଚରା କରୁଛି । ଏଥିସହ ତାଙ୍କ ପୈତୃକ ବାସଭବନ ସମେତ ଦୁଇଟି ସ୍ଥାନରେ ଚଢ଼ଉ ଜାରି ରଖିଛି।