BusinessDistrictEducationHealthNationNawarangpurOdishaPolitics

ବିଦ୍ଯାଳୟ କୁ ଆସୁନ।ହ।ନୀ ଶିକ୍ଷୟତ୍ରୀ

ବୈପାରିଗୁଡା, 24/7 : କାଯ୍ୟସ୍ଥଳକୁ ନଯାଇ ସରକାରଙ୍କ ପଇସା ଖାଉଥିବା ଭଳି ଏକ ଅଭିଯୋଗ ଏବେ ସାମ୍ନାକୁ ଆସିଛି। ଏପରିକି ନିଜେ ସହ କମ୍ବିମଧ ଘଟଣା କୁ ନେଇ ସଠିକ୍ ତଥ୍ୟ କରିପାରିନ‌ଥିବା ଜଣାପଡିଛି । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଆଦିବାସୀ ଅଧୁଷିତ ଅଞ୍ଚଳ ବୈପାରିଗୁଡା ବ୍ଲକ ର ମାଠପଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡ଼ାଳ ଭଟ୍ଟା ପ୍ରାଥମିକ ବିଦ୍ୟାଳୟ। ଜଣେ ଶିକ୍ଷୟିତ୍ରୀ ୧୫ ଦିନ ହେବ ବିଦ୍ୟାଳୟକୁ ଆସିନଥୁବା

ଶୁଣିବାକୁ ମିଳିଛି। ଏହି ଘଟଣା ସମ୍ପର୍କରେ ଜାଣିବା ପାଇଁ ବିଦ୍ୟାଳୟକୁ ଆମ ପ୍ରତିନିଧ୍ୟ କାଳୀ ଚରଣ ପଟ୍ଟନାୟକ ଯାଇଥିଲେ ମଧ୍ୟ ଶିକ୍ଷୟିତ୍ରୀ ଜଣକ ବିଦ୍ୟାଳୟରେ ଅନୁପସ୍ଥିତ ଥିବାର ଦେଖିବାକୁ ମିଳିଛି। ଏତେ ଏତେ ଦିନ ଶିକ୍ଷୟିତ୍ରୀ ଜଣକ ବିଦ୍ୟାଳୟକୁ ଯାଉଥିବା ବେଳେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ କେମିତି ଘଟଣା ବିଶୋୟରେ ଜାଣିପାରି ନାହାରି ନାଁ ଜାଣି ଅଜଣା ଅଭିନୟ କରୁଥିବା ନେଇ ସାଧାରଣରେ ଆଲୋଚନାର ବିଷୟ ପାଲଟିଛି। ତେବେ ଏବିଷୟରେ ପ୍ରଧାନଶିକ୍ଷକଙ୍କୁ ପଚାରିବାରୁ

ସେ କହିଥୁଲେଯେ ବିଦ୍ୟାଳୟ ରେ କୌଣସି ଦରଖାସ୍ତ ଦେଇନାହାନ୍ତି, ବିଇଓଙ୍କ କାର୍ଯ୍ୟାଳୟରେ ଦେଇଥାଇପାରନ୍ତି ବୋଲି ପ୍ରକାଶ କରିଛନ୍ତି । କିଛି ସ୍ପଷ୍ଟ ସୂଚନା ପ୍ରଦାନ କରିନାହାନ୍ତି। ସମ୍ପର୍କରେ ବ୍ଲକ ଶିକ୍ଷା ଅଧୁକାରୀ ଏବଂ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ ମଧ୍ୟ ଫୋନ ରିସିଭ କରୁ ନଥିବାରୁ ପ୍ରତିକ୍ରିୟା ହସ୍ତଗତ ହୋଇପାରି ନାହଁ । ଜିଲ୍ଲା ପ୍ରଶାସନ ଏ ଘଟଣାକୁ ଗୁରୁତ୍ବର ସହ ନେବାକୁ ଦାବି ହେଉଛି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button