BusinessDIstrictEducationHealthNationNawarangpurOdishaPolitics

ମୁଣ୍ଡାଗୁଡା ଗ୍ରାମରେ କରେଣ୍ଟ ସକ ରେ ଯୁବକ ମୃତ

ନବରଙ୍ଗପୁର, ୨୨/୦୭:- ଡାବୁଗାଁ ବ୍ଲକ ଅଧୀନ ମୁଣ୍ଡାଗୁଡା ଗ୍ରାମ ନିକଟରେ ଥିବା ଜମି ଭିତର କରେଣ୍ଟ ଖୁଣ୍ଟରେ ଚଡି କରେଣ୍ଟ କାମ କରିବା ସମୟରେ କରେଣ୍ଟ ସକ ରେ ଯୁବକର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତ ଯୁବକ ଜଣକ ବରିଗାଁ ଗ୍ରାମର ରାମା ଭତ୍ରା ବୋଲି ଜଣାପଡିଛି। ସେ ଡାବୁଗାଁ ଟାଟା ପାୱାର କରେଣ୍ଟ କମ୍ପାନୀ ଅଧୀନରେ କାର୍ଯ୍ୟ କରୁଥିବା ଜଣାପଡିଛି। ଟାଟା ପାୱାର ର ବିଭାଗୀୟ ଅଧିକାରୀ ମାନେ ଘଟଣା ସ୍ଥଳରେ ପହଂଚିବା ପରେ ଗ୍ରାମବାସୀଙ୍କ ଉପସ୍ଥିତି ରେ ଶବ କୁ ଡାବୁଗାଁ ମେଡିକାଲ ଅଣାଯାଇଛି। ବର୍ତ୍ତମାନ ଡାବୁଗାଁ ପୋଲିସର ତଦନ୍ତ ଆରମ୍ବ ହଇଛି ତଦନ୍ତ ପରେ ସମସ୍ତ ଘଟଣା ଜଣା ପଡିବ।

Mihir Sankar Patra (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button