
କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଅନ୍ତର୍ଗତ ଗୁନାଇପଡା ପଞ୍ଚାୟତ ସୋଇଲିପଡା ଗାଁର ବୟଷ ୪୦ରୁ ୪୨ ପରେ ହେବ ବୋଲି ଅନୁମାନ କରାଯାଇଛି ।କେରୋଲୋ ଯାଉଥିଲେ ଦାଦନ ଖଟିବାକୁ ୧୫ଜଣ ଶ୍ରମିକ କାମ କରିବାକୁ ଜଣେ ଲୋକ ରେଳ ଧାରଣା ରେ ଗୋଡ ଖସି ଜଣଙ୍କ ମୃତ୍ୟୁ ମୃତ ବେକ୍ତି ହେଲେ ସୀତାରାମ ଡ଼ାଙ୍ଗଡା ମାଝୀ ଘଟଣା ଘଟିଛି ତାମିଲନାଡୁ କାଟପାଡି ଷ୍ଟେସନରେ ଏବେ ପରିବାରରେ ଓ ଗାଁ ଦୁଃଖର ଚାୟା ଖେଳି ଯାଇଛି ବୁଦୁବାର ଦିନ ବେଲୁର ଅଞ୍ଚଳର ସପୁରି ବାଡ଼ରେ କାମ କରିବାକୁ ଯାଉଥିଲେ ଭେଜା ଷ୍ଟେସନରେ ଟ୍ରେନ ଛଡି ଯାଉଥିବାବେଳେ ଆଜି ତାହାର ଦୁଃଖତ ଘଟଣା ଘଟିଛି ପରିବାରଙ୍କ ନିକଟରେ କେମିତି ଶବ ପହଞ୍ଚିବ ପରିବାର ଚିନ୍ତାରେ ଏବେ ରାଜ୍ୟ ସରକାରଙ୍କ ନିକଟରେ ସହାୟତା କରିବାକୁ ଅନୁରୋଧ କରିଛନ୍ତି।ଦେଖାଯାଉ ସହାୟତା ମିଳିବକୀ ନାହିଁ ପରିବାର ଅପେକ୍ଷାରେ।


