BusinessDistrictEducationHealthNationNawarangpurOdisha

ଶିଶୁ ଉଦ୍ୟାନ କାମରେ ଆସୁନି କୋଟିଏ ଖର୍ଚ୍ଚ ହେଲାଣି

ନବରଙ୍ଗପୁର, 19/7: ନବରଙ୍ଗପୁର ଘରୋଇ ବସଷ୍ଟାଣ୍ଡ ନିକଟରେ ଥିବା ପୌରପାଳିକା ଶିଶୁ ଉଦ୍ୟାନରେ କୋଟିଏରୁ ଊର୍ଦ୍ଧ୍ବ ଖର୍ଚ୍ଚ ହେଲାଣି । କିନ୍ତୁ ଏହା ଜନସାଧାରଣଙ୍କ କାମରେ ଲାଗିପାରୁନାହିଁ। ପାର୍କରେ ତାଲା ପଡିଥିବାରୁ ଅବସର ସମୟରେ ଶିଶୁ, ବୃଦ୍ଧ ଓ ବୃଦ୍ଧା କେହିବି ଯାଇ ପାରୁନାହାନ୍ତି। ଏ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ସହରର ନୂଆ ବସଷ୍ଟାଣ୍ଡ ନିକଟରେ ରହିଛି ଶିଶୁ ଉଦ୍ୟାନା ୨୦୦୦ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଏହାର ଉଦଘାଟନ କରିଥିଲେ | ଏହା ପରେ ପରେ ୨୦୦୩ -୦୪ ବର୍ଷରେ ଖେଳ ଉପ ଉପକରଣ ଲଗାଯାଇଥିଲା। ଏ ବାବଦକୁ ୧୩ ୧୩ ଲକ୍ଷ ଟଙ୍କା ଖର୍ଚ୍ଚ କରଗଲା। । ପରେ ୨୦୧୮ – ୧୯ ବର୍ଷରେ ପାର୍କର ପୁନଃ ଉଦ୍ଧାର । ନାଁ ନାଁରେ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା। ଉଦ୍ୟାନ କିଛି ଦିନ ପାଇଁ ଖୋଲାଗଲା ଓ ପରେ ତାଲା ପଡି ରହିଲା | ୨୦୨୪-୨୫ ବର୍ଷରେ ପାର୍କର ଉନ୍ନତି କରଣ ନାଁରେ ୯୮ ଲକ୍ଷ ଟଙ୍କାର ଟେଣ୍ଡର ହୋଇ କାର୍ଯ୍ୟ ଆରମ୍ଭହୋଇଥିଲା। ୨୦୨୪ ଡିସେମ୍ବର ସୁଦ୍ଧା କାମ ସମ୍ପୂର୍ଣ ହେବ ବୋଲି ସମୟ ସୀମା ଧାର୍ଯ୍ୟ

ହୋଇଥିଲା | କିନ୍ତୁ ଠିକାଦାର ଚଳିତ ବଞ ଫେବୃୟାରୀ ମାସରେ ହସ୍ତାନ୍ତର କରି ବୋଲି ପୌର ସଂସ୍ଥାକୁ ଜଣାଇଥିଲେ| ମାତ୍ର ଏଯାବତ କାମ ସମ୍ପୂର୍ଣ୍ଣ ହେଲା ନାହିଁ କି ପାକ ଲୋକାର୍ପଣ ହୋଇପାରିଲା। ଲା ନାହିଁ ବର୍ତ୍ତମାନ ପାର୍କର ମୁଖ୍ୟ ଫାଟକରେ ତାଲା ଝୁଲାଯାଇ ପାର୍କ ବନ୍ଦ ଥିବା ପୋଷ୍ଟର ଲଗାଯାଇଛି ପାର୍କ ନବୀକରଣ ଓ ସେ ସୌନ୍ଦର୍ଯ୍ୟକରଣରେ ଅହେତୁକ ବିଳମ୍ବ ପାଇଁ ଶିଶୁ ଜନସାଧାରଣଙ୍କ ମନ ମଉଳିଗଲାଣି ପୌର ସଂସ୍ଥା ଜନସାଧାରଙ୍କ ନାଁରେ ଯେ ବ୍ୟାପକ ଅନୁଦାନ ପାଣି ଭଳି ଖର୍ଚ୍ଚ କରୁଛ ତାହା କାର୍ଯ୍ୟରେ ର ନଲାଗିବା ବିଡ଼ମ୍ବନା ବିଷୟ ବିଷୟ। ପୌରସଂସ୍ଥା ନିର୍ବାହୀ ଅଧିକାର ଡ. ଅଶୋକ କୁମାର ମାର କଣ୍ଠଙ୍କ କହିବ ଅନୁଯାୟୀ ଠିକାଦାରଙ୍କୁ ତୁରନ୍ତ ବକେୟୀ କାର୍ଯ୍ୟ ସମ୍ପୂର୍ଣ୍ଣ କରି ହସ୍ତାନ୍ତର କରିବା— ନିର୍ଦ୍ଦେ ନିର୍ଦ୍ଦେଶ ଦିଆଯାଇଛି। କମ ଦିନ ମଧ୍ୟରେ ଲୋକାର୍ପଣ କରାଯିବ ବୋଲି ଡ. କ କହିଛନ୍ତି କ‌ହିଛନ୍ତି । ତେବେ ପାର୍କ ନବୀକରଣ ବିଳମ୍ବ କାରଣରୁ ଉଦଘାଟନ ପୂର୍ବ ସୌନ୍ଦର୍ଯ ନ୍ଦର୍ଯ୍ୟ ହରାଇବାକୁ ବସିଲାଣି ଏଥିପ୍ରତି ଏଥୁପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେ ଦେଇ ପଦକ୍ଷେପ ନେବାକୁ ସାଧାରଣ ଦାବି ହୋଇ ହୋଇଛି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button