Education

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନୂଆ ନିୟମ

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ SCHOOL AND MASS EDUCATION DEPARTMENT

କଡ଼ାକଡ଼ି ହେବ ନିର୍ଯାତନା ଆଇନ

ପ୍ରତି ସ୍କଲୁରେ କଡ଼ାକଡ଼ି ହେବ ନିର୍ଯାତନା ଆଇନ

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବଡ଼ ପଦକ୍ଷେପ

ରାଜ୍ୟର ସମସ୍ତ DEOଙ୍କୁ ଚିଠି ଲେଖୁଲା ଗଣଶିକ୍ଷା ବିଭାଗ

କର୍ମକ୍ଷେତ୍ରରେ ମହିଳା କର୍ମଚାରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଚିଠି

ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ICC) ଗଠନ କରିବାକୁ ନିର୍ଦ୍ଦେଶ

ବିଦ୍ୟାଳୟରେ ବାଳିକାମାନଙ୍କ ଲାଗି ସୁରକ୍ଷିତ ବାତାବରଣ ତିଆରି ନିର୍ଦ୍ଦେଶ

ବିଭିନ୍ନ ହେଲପଲାଇନ ନମ୍ବର ଜାରି କଲା ବିଭାଗ

ମହିଳା ହେଲ୍ପଲାଇନ ୧୮୧, ଶିଶୁ ହେଲ୍ପଲାଇନ ୧୦୯୮

ଛାତ୍ରଛାତ୍ରୀଙ୍କ ପାଇଁ ହେଲ୍ସଲାଇନ ନମ୍ବର ୧୮୦୦୩୪୫୬୭୨୨

ସୁଦୃଶ୍ୟ ସ୍ଥାନରେ ହେଳ୍ପଲାଇନ ନମ୍ବର ଉଲ୍ଲେଖ କରିବାକୁ ନିର୍ଦ୍ଦେଶ

କର୍ମକ୍ଷେତ୍ର, ବିଦ୍ୟାଳୟ ଓ ହଷ୍ଟେଲରେ ହେଲ୍ପଲାଇନ ନଂ ଉଲ୍ଲେଖ ନିର୍ଦ୍ଦେଶ

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button