DIstrictEducationEntertainmentHealthNationNawarangpurOdishaPolitics

ଡାବୁଗାଁ ବ୍ଲକ ଜୁନାପାଣି ଠାରେ ‘ଆମ କନ୍ୟା ଆମ ରତ୍ନ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ନବରଙ୍ଗପୁର, ୧୮/୦୭ :ଡାବୁଗାଁ ବ୍ଲକ ଜୁନାପାଣି ପଂଚାୟତ ସଦର ମହକୁମା ସ୍ଥିତ ହାଇସ୍କୁଲ ଠାରେ ‘ଆମ କନ୍ୟା ଆମ ରତ୍ନ’ କାର୍ଯ୍ୟକ୍ରମ ମାଧ୍ୟମରେ ଶିଶୁ କନ୍ୟାର ସୁରକ୍ଷା ପାଇଁ ସଚେତନ ଓ ବୃକ୍ଷରପଣ ରୋପଣ ମାଧ୍ୟମରେ ନବଜାତ କନ୍ୟାସନ୍ତାନର ପରିବାରକୁ ସଂମ୍ମାନିତ କରାଯାଇଛି।

ଏହି କାର୍ଯ୍ୟକ୍ରମ ସମୟରେ ଉପସ୍ଥିତି ଥିଲେ ନବରଙ୍ଗପୁର ଏଡିଏମ ତପନ କୁମାର ଖୁଣ୍ଟିଆ, ନବରଙ୍ଗପୁର ଡିସିପିଓ ସୁରେଶ ପଟ୍ଟନାୟକ, ଡାବୁଗାଁ ବିଡ଼ିଓ ଶରତ ମାଝୀ, ଡାବୁଗାଁ ବିଇଓ ରଶ୍ମିତା ନେତମ, ଏବିଇଓ ଭଗବାନ ମାଝୀ,ଏବିଇଓ ସନ୍ତସ ସାହୁ,ସିଡିପିଓ ମିନତୀ ଦାସ, ସିଆର ସିସି ମାନେ,ଜୁନାପାଣି ସରପଞ୍ଚ ଦୟାନିଧି ଭତ୍ରା ସମେତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରୀ ଛାତ୍ରି ସହ ସ୍ଥାନୀୟ ବାସିନ୍ଦା ମାନେ ଉପସ୍ଥିତ ଥିଲେ।

Mihir Sankar Patra (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button