DistrictEducationEntertainmentHealthKoraputNationOdishaPolitics

କୋଟପାଡ଼ ବିଧାୟକଙ୍କ ଗୋପାଳ ହାଇସସ୍କୁଲ ହଷ୍ଟେଲ ପରିଦର୍ଶନ

ବୈପାରୀଗୁଡ଼ା, ୧୪/୭ : ବିଧାୟକ ରୁପୁଭଦ୍ରା ଅଚାନକ ବୈପାରୀଗୁଡା ବ୍ଲକ ରାମଗିରି ସ୍ଥିତ ଗୋପାଳ ହାଇସ୍କୁଲ ହଷ୍ଟେଲ ପରିଦର୍ଶନ କରିଛନ୍ତି। ହଷ୍ଟେଲ ଛାତ୍ରଛାତ୍ରୀ ମାନଙ୍କୁ ଦିଆ ଯାଉଥିବା ମଧ୍ୟାହ୍ନଭୋଜନର ଯାଞ୍ଚ ପାଇଁ ରୋଷଇ ସ୍ଥାନକୁ ଯାଇଥିଲେ | ହେଲେ ସେଠାରେ ଖୋଲାମେଲାରେ ଚାଲିଥିଲା ଥିଲା ରୋଷଇ ଏହା ଦେଖ୍ । କିଛି ସମୟ ଠିଆ ହୋଇଗଳେ ସେ | ହଷ୍ଟେଲରେ ରୋଷେଇ ଗୃହ ନଥିବା ଜାଣିବା ପ ପରେ ଘଟଣା ସ୍ଥଳରେ ରୋଷେଇ ଗୃହ ନିର୍ମା ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଲେ। ଲୋ ପିଲାଙ୍କ ପାଖରୁ ରନ୍ଧା ଖାଦ୍ୟର ମାନ ପଚାରି ବୁଝିଥ୍‌ ଥିଲେ ଏବଂ ପାଠପଢି ଭଲ ମଣିଷ ゆ ପାଇଁ ଉପଦେଶ ଦେଇଥିଲେ । ପ୍ରଧାନଶିକ୍ଷତ୍ରୀଙ୍କ ସହ ବିଦ୍ୟାଳୟର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ଶ୍ରେଣୀ ଗୃହ ଅଭବ ଥିବା

ଜାଣିବାକୁ ପାଇଥିଲେ । ଏହି ବିଦ୍ୟ ବିଦ୍ୟାଳୟ ବ୍ଲକ ଗ୍ରାଣ୍ଡ ଯୋଗୁଁ ସରକାର ତରଫ ରଫରୁ ଖେଳ ସାମଗ୍ରୀ ଦିଆଯାଉନାହିଁ ବୋଲି ପ୍ରଧାନ ଶିକ୍ଷତ୍ରୀ କହିଥିଲେ ସମସ୍ୟା ଜାଣିବା ପରେ ଗୋପାଳ ହାଇସ୍କୁଲ ପାଇଁ ଅତିରିକ୍ତ ଶ୍ରେଣୀ ଗୃହ ଏବଂ ପିଲାଙ୍କ ଶାରୀରିକ ବିକାଶ ପାଇଁ ଖେଳ ସାମଗ୍ରୀ ଦିଆଯିବ ବୋଲି ସେ

ପ୍ରତିଶ୍ରୁତି ଦେଇଥିଲେ। ବିଧାୟକଙ୍କ ସମୟରେ ସ ରେ ନବରଙ୍ଗପୁର ରଙ୍ଗପୁର ସାଂସଦ ପ୍ର ରାମେଶ୍ଵର ଜେନା, କୋଚ କୋଟପାଡ଼ ବିଧ ତିନିଧ୍ ସିଏଚ ପ୍ରଭାକର ରାଓ ଓ ନାରାୟଣ ଆଚାର୍ଜ, ଅଭିଳାଷ ଫୁଲ ନାୟକ ଓ ନିର୍ମଳ ଭାଇ ପ୍ରମୁଖ ଥିଲେ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button