BusinessEducationNationOdisha

ଆଜିଠୁ ଆଧାର ଓଟିପି ରୁ ବୁକ ହେବ ତତ୍କାଳ ଟିକଟ

ନୂଆଦିଲ୍ଲୀ,୧୪/୦୭: ଭାରତୀୟ ରେଳ ତତ୍କାଳ ଟିକଟ ବୁକିଂ ନିୟମରେ ବଡ଼ ପରିବର୍ତ୍ତନ କରି କରିଛି। ଏହା ଅନ୍ତର୍ଗତ 9098 ଜୁଲାଇ ୧୪, ୧୫ ଅର୍ଥାତ୍ ମଙ୍ଗଳବାର ଠାରୁ ବୁକିଂ କରିବା ପାଇଁ ଆଇ ଆର୍‌ସିଟିସି ୱେବ୍‌ସାଇଟ୍ ଅନିବାର୍ଯ୍ୟ କିମ୍ବା ଆପ୍ରେ ପ୍ରେ ଆଧାର ପ୍ରମାଣନ ଅନି ହେବ।

ଏହାବ୍ୟତୀ ବ୍ୟତୀତ ଅନ୍‌ଲାଇନ୍ ତତ୍କାଳ ଟିକଟ ବୁକିଂ ପାଇଁ ଆଧାର ନମ୍ବର ସହ ଜଡ଼ିତ ଓଟିପି ମଧ୍ଯ ଆବଶ୍ୟକ ହେବ। ଜଣ୍ଟ୍ ମାନଙ୍କର ଟିକଟ ବୁକିଂରେ ପାରଦର୍ଶିତା ଆଣିବା ଏବଂ ଦଲାଲ୍ କିମ୍ବା ନକଲି ଏଜେଣ୍ଟ୍‌ ମାନ ମନମୁଖୀ କାର୍ଯ୍ୟକଳାପ ଉପରେ ଲଗାଇବା ଏ ଏ ନିଷ୍ପଭିର ଉଦ୍ଦେଶ୍ୟ ରୋକ୍

ଅନେକ ସମୟରେ ଦେଖିବାକୁ ମିଳେ ଯେ, ତତ୍କାଳ କାଳ ଟିକଟ ଆରମ୍ଭ ମ୍ଭ ହେବାର କିଛି ମିନି ମିନିଟ୍ ମଧ୍ଯରେ ବିକ୍ରି ହୋଇଯାଏ। କାରଣ ଦଳ ଦଲାଲ ଏବଂ ନକ ନକଲି ଏଜେଣ୍ଟମାନେ ସଫ୍ଟୱେର୍‌ କିମ୍ବା ବେଆଇନ ଉପାୟରେ ଟିକଟ ବୁକ୍ କରିଦିଅନ୍ତି। ଏହାଦ୍ୱାରା

ପ୍ରଥମ ୩୦ ମିନିଟ୍ ด ବୁକିଂ କରିପାରିବେ ନାହିଁ

ସାଧାରଣ ରଣ ଯାଏ ପାତ୍ରୀଙ୍କୁ ହଜରେ ମିଳିବ ଟିକଟ

ସାଧାରଣ ଯାତ୍ରୀଙ୍କୁ ଟିକଟ କଟ ମିଳି ମିଳିବାରେ ସମସ୍ୟା ହୋଇଥାଏ।

ନୂଆ ନିୟମର ଉଦ୍ଦେଶ୍ୟ ହେଉଛି,

ଟିକଟ ବୁକି ବୁକିଂ ସୁଯୋଗ କେବଳ ପ୍ରକୃତ ଯାତ୍ରୀଙ୍କୁ ମି ମିଳୁ । ଆଧାର ପ୍ରମ ପ୍ରମାଣନ ଦ୍ବାରା ଏହା ସୁନିଶ୍ଚିତ ହେବ ଯେ, ଟିକଟ ଉକ୍ତ ବ୍ୟକ୍ତି ବୁକ୍ କରୁଛନ୍ତି, ଯାହାଙ୍କ ଆ ନମ୍ବର ପଞ୍ଜୀକୃ ପଞ୍ଜୀକୃତ ଅଛି। ପ୍ରଥମ ୩୦ ମିନିଟ୍ ଆଧାର ଯାଏ ଏସି ଏବଂ ନନ୍-ଏସି ଉଭୟ ବର୍ଗ ପାଇଁ ଏଜେଣ୍ଟ୍‌ଙ୍କୁ ଟିକଟ ବୁକିଂ ଅନୁମତି ମିଳିବ ନାହିଁ ।

ସିଟିସି ଯଦି ଜଣେ ଆଇଆର୍ ସି ଟି ୱେବ୍‌ସାଇଟ୍ କିମ୍ବା ଆପ୍ରେ । ଆପରେ ତତ୍କାଳ ଟିକଟ ବୁକ୍ କରୁଛନ୍ତି ତେବେ ତାଙ୍କୁ ତାଙ୍କୁ ପ୍ରଥମେ ନିଜର ଆଧାର ନମ୍ବରକୁ ଆଇଆରସିଟିସି ଆକାଉଣ୍ଟ୍ ସହ ଲିଙ୍କ୍ କରିବାକୁ ପଡ଼ିବ। ଟିକଟ ବୁକ୍ କରିବାବେଳେ ଭକ୍ତ ୟୁଜରଙ୍କ ପଞ୍ଜୀକୃତ ମୋବାଇ ଇଲ ନମ୍ବରରେ ଓଟିପି ଆସିବ। ଉକ୍ତ ଓଟିପି ଦେବା ପରେ ବୁକିଂ କନ୍‌ଫର୍ମ ହୋଇଯିବ।

କାଉଣ୍ଟରରେ ବି ସମାନ ପ୍ରକ୍ରିୟା ଉପଲବ୍ଧ ହେବ, ଯେଉଁଠି ଆଧାର ନମ୍ବର ଦେବାକୁ ପଡ଼ିବ କିମ୍ବା ଓଟିପି ଲାଗିବ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button