DIstrictEducationHealthNationOdishaPolitics

ଜୀବନ ଯୁଦ୍ଧରେ ହାରିଗଲେ ଦୋଷୀଙ୍କୁ କଠୋରରୁ ଅତି କଠୋର ଦଣ୍ଡ ଦିଆଯିବ: ସରକାର

ଭୁବନେଶ୍ୱର, ୧୪/୭ : ମୃତ୍ୟୁ ମହିତ ୬୦ ଘଣ୍ଟାର ଲଡ଼େଇ ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ବାଲେଶ୍ବର ଫକୀରମୋହନ ମହାବିଦ୍ୟାଳୟର ପୀଡ଼ିତା ଛାତ୍ରୀ। ସୋମବାର ବିଳମ୍ବିତ ରାତିରେ ଏମ୍‌ସ କର୍ତ୍ତୃପକ୍ଷ ତାଙ୍କୁ ମୃତ (କ୍ଲିନିକାଲ୍ ଡେଥ୍) ଘୋଷଣା କରିଛନ୍ତି। ଫଳରେ ନିଜ କଲେଜ ଅଧ୍ୟାପକଙ୍କ ଦ୍ବାରା ନିର୍ଯାତନାର

ଶିକାର ହୋଇ ଅନ୍ୟାୟ ବିରୋଧରେ ଲଢ଼ିଥିବା ଏହି ମୋଧାବୀ ଛାତ୍ରୀଙ୍କ ସଂଘର୍ଷର ଦୁଃଖଦ ଅନ୍ତ ଘଟିଛି। ବିଳମ୍ବିତ ରାତିରେ ଏହି ଖବର ଜଣାପଡ଼ିବା ପରେ ସମସ୍ତେ ସ୍ତମ୍ଭୀଭୂତ ହୋଇଯାଇଛନ୍ତି।

୧୨ ତାରିଖ ମଧ୍ୟାହ୍ନରେ ପୀଡ଼ିତା ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଖୁବ୍ କମ୍ ସମୟ

ପୀଡ଼ିତା ଛାତ୍ରୀଙ୍କ ଦେହାନ୍ତ ଖବର ଶୁଣି ମୁଖ୍ୟମନ୍ତ୍ରୀ ମୋଜନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଏହି ଖବର ଶୁଣି ମୁଁ ମର୍ମାହତ। ସରକାରଙ୍କ ସମସ୍ତ ଦାୟିତ୍ଵ ନିର୍ବାହ ତଥା ବିଶେଷଜ୍ଞ ତୀକ୍ତରୀ ଦଳଙ୍କ ଅକ୍ଲାନ୍ତ ପରିଶ୍ରମ ସତ୍ତ୍ବେ ପୀଡ଼ିତାଙ୍କ

ଭୁବନେଶ୍ବର,ମୃତ୍ୟୁ ଖବର ଜଣାପଡ଼ିବା ପରେ ରାତିଅଧରେ ଏମ୍ସ ପରିସରରେ ଶାସକ ଓ ହାଇଡ୍ରାମା ମିଳିଥିଲା। ଦେଖିବାକୁ ହସ୍ପିଟାଲରୁ ଶବ ବ୍ୟବଚ୍ଛେଦ ଗୃହକୁ ନେଲା ବେଳେ ଯୁବ ଓ ଛାତ୍ର ବିଜେଡିର କର୍ମକର୍ତ୍ତାମାନେ ବାଟ ଓଗାଳିଥିଲେ । ଲୁଚାଛପା ଭାବେ ମୃତଦେହ ବାହାରକୁ ନେବା ପାଇଁ ଷଡ଼ଯନ୍ତ୍ର କରାଯାଉଛି ବୋଲି ଅଭିଯୋଗ କରିଥିଲେ । ଫଳରେ ପୁଲିସ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା ।

ଆମ୍ବୁଲାନ୍ସ ଆଗରେ ଫକୀରମୋଳନ ଶୋଇପଡ଼ିଲେ କଲେଜର ପୀଡ଼ିତା ଛାତ୍ରୀଙ୍କ ବିଜେଡି କର୍ମୀ ପୁଲିସ ସହ ଧସ୍ତାଧସ୍ତି ରୋ ରେ

ରାତି ପ୍ରାୟ ୧୨ଟାରେ ଛାତ୍ରୀଙ୍କୁ ମୃତ ଘୋଷଣା କରିଥିଲେ ଚିକିତ୍ସକ ଦଳ କୌଣସି ଅଘଟଣ ଆଶଙ୍କାରେ ସଙ୍ଗେ ସଙ୍ଗେ ଏମ୍‌ସ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button