DistrictEducationHealthNationNawarangpurOdisha

ପାନୀୟ ଜଳ ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପାନୀୟ ଜଳ ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ଅଚଳ ଥୁବା ସୌରଚାଳିତ ପ୍ରକଳ୍ପ।

ନନ୍ଦପୁର, ୧୧/୭

ରାଜ୍ୟରେ ବର୍ଷା ଲାଗି ରହିଥ‌ିବା ବେଳେ 2 ନନ୍ଦପୁର ଥାନା ଅଧୀନ ଲମତାପୁଟ ବ୍ଲକ୍ କୁମାରଗନ୍ଧନା ପଞ୍ଚାୟତ କଦମଗୁଡା ଓ ଗ୍ରାମରେ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ଏ ନେଇ ଗ୍ରାମବାସୀ । ଅଭିଯୋଗ କରିଛନ୍ତି। ବର୍ଷକରୁ ଊର୍ଦ୍ଧ ହେବ ଗ୍ରାମରେ ସୌରଚାଳିତ ପ୍ରକଳ୍ପ ଅଚଳ ହୋଇପଡ଼ିଛି। ପ୍ରକଳ୍ପକୁ ସଚଳ କରିବାକୁ ଗ୍ରାମବାସୀ ପଞ୍ଚାୟତ, ବ୍ଲକ୍ ଓ ଜିଲା ପ୍ରଶାସନକୁ ବାରମ୍ବାର ଅନୁରୋଧ , କରିଥିଲେ ସୁଦ୍ଧା କେହି କର୍ଣ୍ଣପାତ କରୁ ନ ଥିବା ୱାର୍ଡସଭ୍ୟ ମଦୁଲତା ପାଙ୍ଗୀ, ନି ବନମାଳୀ ନାୟକ, ଚୈତନ୍ୟ ନାୟକ ତୁଷାର କାନ୍ତି ମହାନ୍ତି ପ୍ରମୁଖ କହିଛନ୍ତି।

ଦୂର କରିବାକୁ ର୍ ଗ୍ରାମବାସୀ ଚାନ୍ଦା ଆଦାୟକରି ଗୋଟିଏ ଦଫା ମୋଟର ମରାମତି ଓ ଗୋଟିଏ ଦଫା ନୂଆଁ ମୋଟର କିଣି

ସୌରଚାଳିତ ପ୍ରକଳ୍ପ ଅଚଳ

ନୂତନ ସୋଲାର ପ୍ୟାନେଲ ସ୍ଥାନିତ କରିବାକୁ ପଡ଼ିବା ନେଇ ଗ୍ରାମବାସୀ ଚିନ୍ତିତ ଥିବା କହିଛନ୍ତି। ୱାର୍ଡସଭ୍ୟଙ୍କ କହିବା ମୁତାବକ ଗ୍ରାମରେ ମୋଟ ୧୩୦ ପରିବାର ବସବାସ କରୁଛନ୍ତି। ଗାଁରେ ୪ଟି ନଳକୂପ ଥିଲେ ମଧ୍ୟ ସବୁଥ୍‌ରୁ ଲୌହ ଓ ଗୋଳିଆ ପାଣି ବାହାରୁଛି I ଯାହା ପାନୀୟଜଳ ରୂପେ ବ୍ୟବହାର ଯୋଗ୍ୟ ହେଉନାହିଁ। ତେଣୁ ଗ୍ରାମର କିଛି ପରିବାର ଗ୍ରାମରେ ଥିବା କେତେଜଣ ଲୋକଙ୍କ ବ୍ୟକ୍ତିଗତ କୂଅ ଓ କିଛି ପରିବାର ଗାଁ ପାର୍ଶ୍ବ ଝରଣାର ପାଣି ସଂଗ୍ରହକରି ପାନୀୟଜଳ ରୂପେ ବ୍ୟବହାର କରୁଥିବା କହିଛନ୍ତି। ଶୀଘ୍ର କୁମାରଗନ୍ଧନା ପଞ୍ଚାୟତ, ଲମତାପୁଟ ବ୍ଲକ୍, କୋରାପୁଟ ଜିଲା ପ୍ରଶାସନ ତୁଷାର କାନ ଣ ବିଭାଗ କର୍ତ୍ତୃପକ୍ଷ ଅଚଳ

କିନ୍ତୁ ବର୍ତ୍ତମାନ ଉକ୍ତ ପ୍ରକଳ୍ପର ସୋଲାର ସୌରଚାଳିତ ପ୍ରକଳ୍ପ ମରାମତି କରନ୍ତୁ l

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button