DIstrictEducationNationNawarangpurOdishaPolitics

ବାଙ୍ଗଲାଦେଶୀ ଅନୁପ୍ରବେଶକାରି ଚିହ୍ନଟ ପ୍ରକ୍ରିଆ କରଣ ଆରମ୍ଭ କଲା ରାଇଘର ପୋଲିସ

ରାଇଘର, ୧୧/୦୭: ନବରଙ୍ଗପୁର ଜିଲ୍ଲା ରାଇଘର ସ୍ଥାନିୟ ପୋଲିସ ପ୍ରଶାସନ ବାଙ୍ଗଲାଦେଶୀ ଅନୁପ୍ରବେଶ କାରୀଙ୍କୁ ଚିହ୍ନଟ ପ୍ରକ୍ରିୟା ତ୍ୱରାନ୍ୱିତ କରିଛି, ଆଜି ରାଇଘର ବ୍ଲକ ରେ ୫୯ ଜଣଙ୍କ ଲିଷ୍ଟ ଥାନାରେ ଆସିଥ୍ ବାବେଳେ ଆଜି ରାଇଘର ଥାନାକୁ ଦଶ ଜଣଙ୍କୁ ଡାକି ପୋଲିସ ସେମାନଙ୍କୁ ସେମାନଙ୍କ ସମ୍ପୂର୍ଣ ପରିଚୟ ତଥ୍ୟ ପ୍ରମାଣ ସହ ଦାଖଲ କରିବାକୁ ନିର୍ଦେଶ ଦେବାସହ ତାଙ୍କୁ ପଚରାଉଚରା କରିଛି, ୧୯୭୧ ମସି ମସିହା ପୂର୍ବରୁ ଯେଉଁମାନେ ଅନୁପ୍ରବେଶକ ଶକାରି

1907 ବିନା ସରକାରୀ ସ୍ୱୀକତିରେ ଆସି ନ ବରଙ୍ଗପୁର ଜିଲ୍ଲା ର ହି ଛନ୍ତି ସେମାନଙ୍କ ମଧ୍ୟରୁ ବର୍ତମାନ ସୁଦ୍ଧା ପ୍ରଶାସନ ୫୯ ଜଣଙ୍କ ତାଲିକା ପ୍ରସ୍ତୁତି କରି ଛି, ରାଇଘର ବ୍ଲକର ବିଭିନ୍ନ ବେଙ୍ଗଲୀ ଗ୍ରାମ ଭା ର ସୁ ଣ୍ଡି ଡି ଏନକେ, କୁସୁମପୁର ଡି ଏନ କେ, ଛତାବେ ଡା ଡି ଏନ କେ, ଗୁରୁସିଙ୍ଗା, ସୋନପୁର ଡିଏନକେ, ଜଲଙ୍ଗ ପାରା ଦିଏନକେ, ରାଇଘର,ସରଗୁଲି ଡିଏନକେ, ତୁରୁଡି ଡିଏନକେ, କୁମୁଲି ଡି ଏ ନ କେ, ହାତୀବେ ନା

ଡି ଏନକେ,ପାଉର ବେଳା ଡିଏନକେ, ସୋନପୁର ଡିଏନକେ ଆଦି ଗ୍ରାମର କିଛି ଲୋକଙ୍କ ନାମ ତାଲିକାରେ ଆସିଥିବାବେଳେ ପୋଲିସ ଦଶ ଦଶ ଜଣ କରି ଡାକି ତଥ୍ୟ ମାଗିବା ପ୍ରକ୍ରିୟା ଆରମ୍ଭକରିଛି ପୋଲିସ ଏଠାରେ ସୂଚନା ଥାଉକି ଉପରୋକ୍ତ ସମସ୍ତଙ୍କ ନାମ ନବରଙ୍ଗପୁର ଜିଲ୍ଲାର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରୁ ପୋଲିସ ଙ୍କ ପାଖକୁ ସତ୍ୟାସତ୍ୟ ଅନୁସନ୍ଧାନ ପାଇଁ

ଆସିଥିବା ରାଇଘର ଥାନା ଅଧିକାରୀ ରଘୁନାଥ ମାଝୀ ପ୍ରକାଶ କରିଛନ୍ତି ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button