DIstrictEducationNationNawarangpurOdishaPolitics

ସ୍କୁଲ ସମସ୍ୟା ବୁଝିଲେ ମନ୍ତ୍ରୀ ବିଧାୟକ

ନବରଙ୍ଗପୁର, ୧୧/୦୭: ଗୁରୁ ପୂର୍ଣ୍ଣିମା ଅବସରରେ ଐତିହ୍ୟ ଓ ପୂର୍ବ ପରମ୍ପରାକୁ ବା ବଜାଇ ବିଧାୟକ ରଖ୍ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ନବରଙ୍ଗପୁର ବିଧାୟକ ଗୌରୀଶଙ୍କ ଗୌରୀଶଙ୍କର ମାଝୀ ଗୁରୁବାର ଅଲେଖ ମହିମା | ମଠରେ ପହଞ୍ଚି ବ୍ରହ୍ମଚାରୀ ବାବାଙ୍କ ପାଦସ୍ପର୍ଶ ଉତ୍ତରୀୟ ପ୍ରଦାନ ପୂର୍ବକ ଆର୍ଶିବାଦ ଗ୍ରହଣ କରିଥିଲେ। ବାବାଙ୍କ ସହ ତାଙ୍କ ଆଶ୍ରମରେ କିଛି ସମୟ ବସି ବାବାଙ୍କ ଦିବ୍ୟବାଣି ଶୁଣିବା ସହ ବିଭିନ୍ନ ବିଷୟରେ

ଆଲୋଚନା କରିଥିଲେ। ପରେ ମନ୍ତ୍ରୀ ଓ ବିଧାୟକ ନି ନିକଟସ୍ଥ ଲକ୍ଷ୍ମଣ ନାୟକ ବିଦ୍ୟାଳୟ ଳୟ ପରିଦର୍ଶନରେ ଯାଇଥିଲେ। ବିଦ୍ୟାଳୟରେ ଉପସ୍ଥିତ ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକ କ୍ଷକଙ୍କୁ ଗୁରୁ ପୂର୍ଣ୍ଣିମା ର ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହ ସ୍କୁଲ, ଶିକ୍ଷୟିତ୍ରୀ ଶିକ୍ଷକଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ସୁଚାରୁ ରୂପେ ଶିକ୍ଷାଦାନ ଓ ମଧ୍ୟାହ୍ନ ଭୋଜନ ଯୋଗାଣ ବିଷୟରେ ଛାତ୍ରୀଛାତ୍ରଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ସମ ସର୍ବେଶ୍ୱର ପାତ୍ର, ଅର୍ଜୁନ ତ୍ରିପାଠୀ, ଗୌରୀଶଙ୍କର ସାହୁ, ସାନୁ ପାଢ଼ୀ, ନିହାର ମହାନ୍ତି, ବାବୁନା ସାହୁ ସହ ଅନ୍ୟ ଦେବଦାସ ମହାକୁଡ଼, ଭାଜପା କର୍ମକର୍ତ୍ତା ଉପସ୍ଥିତି ଅଲେଖ ମହିମା ଗୁରୁଙ୍କ ସହ ମନ୍ତ୍ରୀ, ବିଧାୟକ ଓ ଅନ୍ୟ ଭାଜପା କର୍ମକର୍ତ୍ତା।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button