BusinessDIstrictEntertainmentHealthNationNawarangpurOdishaPolitics

ନବରଙ୍ଗପୁରରେ ଭାରତ ବନ୍ଦ ପ୍ରଭାବ

ନବରଙ୍ଗପୁର, ୯/୭ : ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଭାରତ ବନ୍ଦ ପାଳନ କରାଯାଉଥିବା ବେଳେ ଏହାର ପ୍ରଭାବ ନବରଙ୍ଗପୁର ଜିଲ୍ଲାରେ ଦେଖିବାକି । ନବରଙ୍ଗପୁର ଓ ଉମରକୋଟ ରାଇଘର ସହ ହର ସମେତ ଜିଲ୍ଲାର ୧୦ଟି ବ୍ଲକରେ ଦେଖିବାକୁ ମିଳିଛି ବନ୍ଦର ପ୍ରଭାବ । ନବରଙ୍ଗପୁର ସହରର ମଧ୍ୟ ଦେଇଯାଇ ଥିବା ବା ୨୬ ନମ୍ବର ଜାତୀୟ ରାଜପଥକୁ ପ୍ରତିବାଦକାରୀଙ୍କ ଦ୍ଵାରା ଅବରୋଧ କରାଯାଇଛି|

ଏହାସହ ନବରଙ୍ଗପୁର ସହରର ଚାଉଁରିଆଗୁଡା ଛକ, ମାଝୀଗୁଡା ଛକ ଓ ହିର୍ଲି ଠାରେ ପ୍ରତିବାଦକାରୀଙ୍କ ଦ୍ଵାରା ରାସ୍ତା ଅବରୋଧ କରାଯାଇଛି । ଯାହାଫଳରେ ସହର ମଧ୍ୟ ଦେଇ ଗାଡି ସଂଖ୍ୟାରେ ଗାତି। ଯାହାଫଳରେ ମୋଟର ଚଳାଚଳ ବନ୍ଦ ରହିଛି। ବନ୍ଦ ରହିଛି। ରାସ୍ତାର ଉଭୟ ପାର୍ଶ୍ଵରେ ଅଟକିଛି ଶହ ଶହ ସଂଖ୍ୟାରେ ସାଧାରଣ ଜନତା ହଇରାଣ ହେଉଥିବା ଦେଖିବାକୁ ମିଳିଛି । ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଛି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button