DistrictEducationHealthNationOdishaPolitics

ନବରଙ୍ଗପୁର ଜିଲ୍ଲ।ରେ ମୂଖ୍ଯ ମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବ।

ନବରଙ୍ଗପୁର, ୦୮/୦୭: ଓଡ଼ିଶା ସରକାର ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ଵାସ୍ଥ୍ୟ ସେବା ‘ ଦ୍ଵାରା ଲୋକଙ୍କୁ ଉତ୍ତମ ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବାକୁ ବଦ୍ଧ ପରିକର|ମେଡିକାଲ କଲେଜର ଅଭିଜ୍ଞ ଓ ବରିଷ୍ଠ ବିଶେଶଜ୍ଞ ଡାକ୍ତର ଏଥିପାଇଁ ଆଜି ନବରଙ୍ଗପୁର ଜିଲ୍ଲା କୁ ଗସ୍ତ କରିଛନ୍ତି।

ଏହି ସ୍ୱାସ୍ଥ୍ୟ ସେବା ପାଇବା ପାଇଁ ବିଭିନ୍ନ ରୋଗ ସ୍ନାୟୁ ରୋଗ, ପେଟ ଓ ଗ୍ୟାସ ଜନିତ ରୋଗ, ମୂତ୍ରାଶୟ ଜନିତ ରୋଗ, ହୃଦରୋଗ, କିଡନୀ ଜନିତ ରୋଗ ରେ ପୀଡ଼ିତ ବ୍ୟକ୍ତି ୯୩୮ ଜଣ ୭/୨୦୨୫ ତାରିଖ ସୁଦ୍ଧା ନିଜର ନାମକୁ ବିଭିନ୍ନ ବ୍ଲକ ରେ ଅବସ୍ଥିତ ସ୍ଵାସ୍ଥ୍ୟ କେନ୍ଦ୍ରରେ ପଞ୍ଜୀକୃତ କରିଛନ୍ତି। ଆଜି ଏହି ପରିପେକ୍ଷି ରେ ସୁବାସ ଚନ୍ଦ୍ର ବୋଷ ମେଡିକାଲ କଲେଜ ରୁ ସ୍ନାୟୁ ବିଭାଗ ଡଃ ରାକେଶ ମହାନ୍ତି, ମୂତ୍ରାଶୟ ବିଭାଗ ଡଃ ବି ଶୃ ଜିତ ସାହୁ, କି ଡନୀ ଜନିତ ବିଭାଗ ଡଃ ପାଣିଗ୍ରାହୀ, ହୃଦ ରେ । ଗ ବିଭାଗ ଡଃ ସୁମିତ୍ କୁମାର ସାହୁ, ପେଟ ଓ ଗ୍ୟାସ ଜନିତ ବିଭାଗ ଡଃ ରାକେଶ ମହାନ୍ତି ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ରେ ଅନୁଷ୍ଠିତ ମୁଖ୍ୟ ମନ୍ତ୍ରୀ ବାୟୁ ସ୍ଵାସ୍ଥ୍ୟ ସେବା । ଶିବିର ରେ ରୋଗୀମାନଙ୍କୁ ସ୍ଵାସ୍ଥ୍ୟ ପରୀକ୍ଷା କରିଛନ୍ତି। ପ୍ରାଥମିକ ସ୍ଵାସ୍ଥ୍ୟ ପରୀକ୍ଷା ପରେ ଆସନ୍ତା ୮/୭ ଓ ୯/୭% ୨୦୨୫ ରେ ରୋଗୀମାନଙ୍କୁ ସୁପର ସ୍ପେସିଆଲିଷ୍ଟ ବରିଷ୍ଠ ଅଭିଜ୍ଞ ଡାକ୍ତର ମାନଂକ ଦ୍ଵାରା ଚିକିତ୍ସା କରାଯିବାର ବ୍ୟବସ୍ଥା କରାଯାଇଛି |୧୦/ ୭/୨୦୨୫ ରିଖ ଦିନ ରୋଗୀମାନଙ୍କୁ ସ୍ଵାସ୍ଥ୍ୟ ସେବା ଜନିତ ପରାମର୍ଶ ଓ ଔଷଧ ପ୍ରଦାନ କରାଯିବ। ଆଜି ମୋଟ ୨୬୩ ଜଣ ରୋଗୀ ନିଜର ନାମ ପଞ୍ଜିକୃତ କରି ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି ।

ଏହି ଶିବିରକୁ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ପରିଦର୍ଶନ କରି ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କୁ ନିରୀକ୍ଷଣ ସହ ରୋଗୀମାନଙ୍କ ଯେଭଳି କୌଣସି ଅସୁବିଧା ନ ହୁଏ ତା ଉପରେ ବିଶେଷ ଦୃଷ୍ଟି ଦେବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧୂକାରୀ ଙ୍କୁ କହିଥିଲେ। ଏହି ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବାକୁ ଓ ଏହାର ମୁଖ୍ୟ ଟିକିତ୍ସାଧୀକାରୀ ଡଃ ସନ୍ତୋଷ କୁମାର ପଣ୍ଡା ଙ୍କ ଓ ଡଃ ନବକିଶୋର ବେହେରା, ଡଃ ସୁକାନ୍ତ ଶତପଥୀ, ଡି ପି ଏମ, ଏନ୍ ଏଚ ଏମ ଶଙ୍କର ଆଚାର୍ଯ୍ୟ, ଡାକ୍ତର, ଫାର୍ମାସିଷ୍ଟ, ନର୍ସ,ହସ୍ପିଟାଲ

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button