
ଲମତାପୁଟ, ୦୮/୦୭: ଲମତାପୁଟ ବଜ଼ାର ଛକ ଠାରେ ଲମତାପୁଟ ଡ୍ରାଇଭର ସଂଘ ତରଫରୁ ଷ୍ଟେରିଙ୍ଗ ଛାଡ ଆନ୍ଦୋଳନ କରାଯାଇଛି! ଓଡିଶା ଡ୍ରାଇଭର ମହାସଂଘ ର ସାତ ଦଫାଦାବୀ ପୂରଣ ନିମନ୍ତେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଏହି ଧାରଣା ରହିବ ବୋଲି ସଙ୍ଘ ନିଷ୍ପତ୍ତି ନେଇଛି! ଅନ୍ୟ ପଟେ ଯାତାୟାତ ପାଇଁ ଯାତ୍ରୀ ମାନଙ୍କ ମଧ୍ୟରେ ନାହିଁ ନଥିବା ଅସୁବିଧା ଦେଖିବାକୁ ମିଳୁଛି |