DistrictKoraputNationOdishaPolitics

ମୀନାକ୍ଷୀ ବ।ହୀନୀପତି ଓଡ଼ିଶାର congress ସଭ।ପତି ନିଯୁକ୍ତ କର।ଗଲ।

ଭୁବନେଶ୍ବର, ୦୭/୦୭: କଂଗ୍ରେସ ଦଳ ପକ୍ଷରୁ ବରିଷ୍ଠ ନେତ୍ରୀ ମୀନାକ୍ଷୀ ବାହିନୀପତିଙ୍କୁ ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ସଭାପତି ଭାବରେ ନିଯୁକ୍ତ କରାଯାଇଛି।ଅଖୂଳ ଭାରତ କଂଗ୍ରେସ କମିଟି (ଏଆଇସିସି) ପକ୍ଷରୁ ରବିବାର ଜାରି ଏକ ପ୍ରେସ୍ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ଯେ, ଦଳର ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେ ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ସଭାପତି ଭାବରେ ମୀନାକ୍ଷୀଙ୍କ ନିଯୁକ୍ତି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ମୀନାକ୍ଷୀଙ୍କୁ ଜାନୁଆରି ୨୦୨୪ରେ ରାଜ୍ୟରେ କଂଗ୍ରେସ ମହିଳା ଶାଖା ସଭାପତି ଭାବରେ ନିଯୁକ୍ତ କରାଯାଇଥିଲା କିନ୍ତୁ, ଗତ ବର୍ଷ ରାଜ୍ୟରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ପରେ ପିସିସି ଏବଂ ମହିଳା କଂଗ୍ରେସ ସମେତ ଏହାର ବିଭିନ୍ନ ଛାମୁଆ ସଂଗଠନଗୁଡ଼ିକୁ ଭାଙ୍ଗି ଦିଆଯାଇଥିଲାଅଖୂଳ ଭାରତ କଂଗ୍ରେସ କମିଟି (ଏଆଇସିସି) ପକ୍ଷରୁ ରବିବାର ଜାରି ଏକ ପ୍ରେସ୍ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ଯେ, ଦଳର ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେ ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ସଭାପତି ଭାବରେ ମୀନାକ୍ଷୀଙ୍କ ନିଯୁକ୍ତି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button