BusinessDIstrictHealthKoraputNationOdisha

ଲମାତାପୁଟ ରେ ଲଗାଣ ବର୍ଷା ର ପ୍ରଭାବ ପରିବା ବଜ଼ାର ଉପରେ ବ୍ୟାପକ କ୍ଷୟ କ୍ଷତି

ଲମତାପୁଟ 5/7/2025 ଲମତାପୁଟ ରେ ଦୀର୍ଘ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ଏହାର ସିଧା ପ୍ରଭାବ ପରିବା ବଜ଼ାର ଉପରେ ପଡ଼ିଥିବା ଦେଖିବାକୁ ମିଳିଛି.!ପରିବା ଡର ହଠାତ ବୃଦ୍ଧି ପାଇ ଥିବାରୁ ଗ୍ରହକଙ୍କ ମଧ୍ୟରେ ଅସନ୍ତୋଷ ପାରିଲିକ୍ଷିତ ହୋଇଛି! କିଛି ବ୍ୟବସାୟୀ ଜଣାଇଛନ୍ତି ଯେ ଲଗାଣ ବର୍ଷା ଯୋଗୁଁ ପରିବା ଚାଷ ନଷ୍ଟ ହୋଇଛି ଏଣୁ ପରିବା ଦର ବଢ଼ି ଯାଇଛି! ଆଗକୁ ଆହୁରି ବଢିବା ଆଶଙ୍କା କରାଯଉଛି

Sudarsan Rana (Block Reporter) Lamtaput

Related Articles

Leave a Reply

Your email address will not be published. Required fields are marked *

Back to top button