
ଲମତାପୁଟ, ୦୪/୭: ଲମତାପୁଟ ନିକଟସ୍ଥ କନାଗଂ ଛକ ନିକଟରେ ଏକ ଜଗନ୍ନାଥ ମନ୍ଦିର ଓ ଏକ ରାମ ମନ୍ଦିର ନିର୍ମାଣ ନିମନ୍ତେ ଏକ ପ୍ରଶ୍ରୁତି ବୈଠକ ଓ ଭୂମି ପୂଜନ କାର୍ଯ୍ୟ ଅନୁଶ୍ରିତ ହୋଇଯାଇଛି!
ଏହି କାର୍ଯ୍ୟକ୍ରମ ରେ କୋରାପୁଟ ବିଧାୟକ ଶ୍ରୀ ରଘୁରାମ ମାଛ ମୁଖ୍ୟ ଅତିଥି ଭାବେ ଯୋଗ ଦାନ ଦେଇଥିବା ବେଳେ ବ୍ଲକ ଅଧକ୍ଷ ଶ୍ରୀ ତାପସ କୁମାର ଚାଲାଣ ପୂର୍ବତନ ବ୍ଲକ ଅଧକ୍ଷ ଶ୍ରୀ କୃପା ସିନ୍ଧୁ ମୁଦୁଲି ଶ୍ରୀ ଲଳିତ ଡାର୍ଲି ଶ୍ରୀ ସୁନାଧାର ଆଦାରୀ ଶ୍ରୀ ସହଦେଵ ଗଲେଲ ଶ୍ରୀ ସୋମନାଥ ମୁଦୁଲି ଜ଼ିଲ୍ଲା ପରିଷଦ ସଭ୍ୟ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ପାଙ୍ଗି ଏବଂ ଲମତାପୁଟ ଅଂଚଳ ର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ମାନଙ୍କ ଉପସ୍ଥିତ ସହ ଶଙ୍ଖ ହୁଳହୁଳି ଓ ବାଦ୍ୟ ସଂକୀର୍ତନ ସହ ଜୟ ଶ୍ରୀରାମ ଶବ୍ଦ ରେ ଅଂଚଳ କମ୍ପି ଉଠିଥିଲା ଖୁବ କାମ ଦିନ ମାଧ୍ୟ୍ୟରେ ଏହାର ନିର୍ମାଣ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ବିଧାୟକ ଶ୍ରୀ ରଘୁରାମ ମାଛ ପ୍ରତିଶୃତି ଦେଇଥିଲେ!