BusinessDIstrictEntertainmentNationNawarangpurOdisha
ରକିସ।ନ ହେ।ଟଲ ର ଦଶବଷ ବ।ଷୀକ ଉତ୍ସବ

ନବରଙ୍ଗପୁର:03.07.25 ଆଜି ନବରଙ୍ଗପୁରଜିଲ୍ଲାର ଲୋକପ୍ରିଯ ପ୍ରିୟ ହୋଟେଲ ରୋକିସାନରେ ଧୁମଧାମରେ ବାର୍ଷିକ ଉତ୍ସବ ପାଳନ ହୋଉଛି !
ରୋକିସାନ ହୋଟେଲର ମାଲିକ ରୋକି ତାଙ୍କ ଧର୍ମପତ୍ନୀ ସୁରଭି ସାହୁଙ୍କ ସହ ସହପରିବା ଏବଂ ଯୁବ ନେତା ଅଖୂଳ ଭତ୍ରା, ଯୁବ ନେତା ସୁମିତ ପୁଜାରି, ସମାଜ ସେବି ଅଭିଳାଷ କୁମାର ନାୟକ, ସମାଜ ସେବି ପ୍ରଫୁଲ୍ଲ ପଣ୍ଡା ଙ୍କସହ ସମସ୍ତ ହୋଟେଲର କର୍ମଚାରି ଉପସ୍ଥିତ ରହିଥିଲେ …..