BusinessDistrictHealthNationNawarangpurOdishaPolitics

ଭିଜିଲାନ୍ସ ଜାଲରେ ଯୁଗ୍ମ ନିର୍ଦ୍ଦେଶକ

ଭବାନୀପାଟଣl, ନବରଙ୍ଗପୁର, ତା ୦୧/୦୭:ଭିଜିଲାସନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ। ମୃରିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧ୍ ବାଗଙ୍କ ଘରେ ସୋମବାର ସକାଳୁ ଭିଜିଲାସନ୍ସ ଚଢ଼ାଉ ଚାଲିଛି। ଏକ କାଳିନ ୮ଟି ସ୍ଥାନରେ ଭିଜିଲାସନ୍ସ ପକ୍ଷରୁ ଛାନଭିନ ଚାଲିଛି। ଭୁବନେଶ୍ବର, କଳାହାଣ୍ଡି ଓ ନବରଙ୍ଗପୁରର ବିଭିନ୍ନ ସ୍ଥାନରେ ରେଡ ଚାଲିଛି ସଂରକ୍ଷଣ ଏବଂ ଜଳଛାୟା ବିକାଶର ଯୁଗ୍ମ ନିର୍ଦ୍ଦେଶକ ଥିବା ଦୟାନିଧୂଙ୍କ ବିରୋଧରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଛି| ଚଢାଉ ଚାଲିଥିବା ସ୍ଥାନଗୁଡିକ ମଧ୍ୟରେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅଧୀନ କୁପାଗାଁ ଗ୍ରାମରେ ଶ୍ରୀବାଗଙ୍କ ବାସଭବନ, ଧର୍ମଗଡ଼ ଥାନାଅଧୀନ ବିକ୍ରମଗୁଡ଼ାରେତାଙ୍କ ଶ୍ବଶୁର ଘର, ଭୁବନେଶ୍ବର ଗୋଠପାଟଣାସ୍ଥିତ

ମହାନଦୀ ଆପାର୍ଟମେଣ୍ଟରେ ବାଗଙ୍କ ପ୍ଲାଟ (ପ୍ଲାଟ ନଂ. ୧-ଡି), ଭୁବନେଶ୍ବର ଚନ୍ଦ୍ରଶେଖରପୁରସ୍ଥିତ ତାଙ୍କ ଏଲଆଇଜି ଘର (ନଂ ଏଲଆଇଜି ୧୦/୬), ଭୁବନେଶ୍ବରସ୍ଥିତ ରସ୍ଥିତ ମୃଭିକା ସଂରକ୍ଷଣ ସଂଟ ଓ ଜଳସମ୍ପଦ ବିକାଶ ନିର୍ଦ୍ଦେଶ ର୍ଦ୍ଦଶାଳୟରେ ଏକକାଳୀନ ୮ଟି ସ୍ଥାନରେ ଚଢ଼ଉ ବାଗଙ୍କ ଅଫିସ ଚାମ୍ବର, ନବରଙ୍ଗପୁର ଜିଲ୍ଲା, ମାଝିଗୁଡ଼ା ଛକ ନିକଟ ପଡ଼ାଲଗୁଡ଼ାସ୍ଥିତ ଏକ ନିର୍ମାଣାଧୀନ ବିଲଙ, ଚୁଟିଆଗୁଡ଼ା ମୌଜା ନିକଟ ଚୁଟିଆଗୁଡ଼ା ଛକରେ ଶ୍ରୀ ବାଗଙ୍କ ପତ୍ନୀଙ୍କ ନାମରେ ଥିବା ଏକ ବିଲଙ । ନବରଙ୍ଗପୁର ଜିଲା ଚୁଟିଆଗୁଡ଼ା ମୌଜା ନିକଟ ଚୁଟିଆଗୁଡ଼ା ଛକରେ ପତ୍ନୀଙ୍କ ନାମରେ ଜମି ରହି ବାଗଙ୍କ ପତ୍ନୀଙ୍କ ଥୁବା ଜଣାପଡିଛି ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button