DistrictEducationHealthKoraputNationOdishaPolitics

ପଟାଙ୍ଗୀ ଗଙ୍ଗାମାତା ରାସ୍ତା ମରଣ ଯନ୍ତା ପାଲଟିଛି

ପଟାଙ୍ଗି, ୩୦/୦୬:  କୋରାପୁଟ ଜିଲା ଆନ୍ଧ୍ର-ଓଡ଼ିଶା ସୀମାନ୍ତ ପଟାଙ୍ଗିର ଗାଙ୍ଗାମା ମନ୍ଦିର ସମ୍ମୁଖ ରାସ୍ତା ଖାଲଖମାରେ ପରିଣତ ହୋଇବାରୁ ଗମନାଗମନରେ ନାହଁ ନଥୁବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଗାଙ୍ଗାମାଙ୍କ ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ସମ୍ମୁଖ ରାସ୍ତାରେ ବହୁତ ଗର୍ଭ ସୃଷ୍ଟି ହୋଇଛି ଏହି ରାସ୍ତାରେ ଯାତ୍ରୀମାନେ ମୋଟରସାଇକେଲ, ବସ ଓ କାରରେ ଯିବା ବେଳେ ନାହଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ଷା ଦିନ ଆରମ୍ଭହୋଇଯାଇ ଥିବାରୁ ଗର୍ଭରେ ପାଣି ଭର୍ତ୍ତି ହୋଇଥିବାରୁ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି ଓଡ଼ିଶା, ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ଼ ତିନି ରାଜ୍ୟର ମୁଖ୍ୟ ଯାତାୟାତ ପଥ ହୋଇଥିବାରୁ ଏହି ରାସ୍ତାରେ ଦୈନିକ ଶହ ଶହ ସଂଖ୍ୟାରେ ଆନ୍ତଃରାଜ୍ୟ ଯାତ୍ରୀବାହୀ ବସ, ମାଲବାହୀ ଟ୍ରକ୍, ଟ୍ରଲର ସହ


କରୁଛି ଜରୁରୀ ଓ ଉତ୍ତମ ଚିକିତ୍ସା ପାଇଁ ସୀମାନ୍ତ ତିନି ରାଜ୍ୟରୁ ପ୍ରତ୍ୟେକ ଦିନ ବହୁ ସଂଖ୍ୟାରେ ରୋଗୀ ବିଶାଖାପାଟଣା ଅଭିମୁଖେ ଆମ୍ବୁଲାନ୍ସ 3 ଘରୋଇ ଯାନ ବାହାନରେ ଯାତାୟତ କରୁଛନ୍ତି। ୨୬ ନମ୍ବର ଜାତୀୟ ରାଜପଥଟି ଅତ୍ୟନ୍ତ ଗୁରୁତ୍ଵପୂର୍ଣ

ଯାତାୟାତ ପଥ ହୋଇଥିବାରୁ ତୁରନ୍ତ ରାସ୍ତାର ମରାମତି ପାଇଁ ସାଧାରଣରେ ଦାବି ହେଉଛି ଏ

 

ଜିଲ୍ଲାପାଳ ଭି.କିତ୍ତୀଭାସନ ନିର୍ଦ୍ଦେଶ ଦେଇଛନ୍ତି। ଏହି ରାସ୍ତାର କାମ ଖୁବଶୀଘ୍ର ମରାମତି କରାଯାଇ

 

ସମ୍ପର୍କରେ ଜାତୀୟ ରାଜପଥ କନିଷ୍ଠ ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରିବାରୁ ସେ କହିଥିଲେ ଯେ, ଗାଙ୍ଗାମା ମନ୍ଦିର ନିର୍ମାଣ କାର୍ଯ୍ୟ ପିଡବ୍ଲ୍ୟୁଡି ବିଭାଗ କରିବାକୁ

 

ଗାତ ସବୁ ମରାମତି କରାଯିବା ବର୍ଷା ଟିକିଏ କମିଲେ ପିଚୁ କାମ ଶେଷ କରାଯିବ ବୋଲି ଗୃହ ଓ କୋଠା ବିଭାଗର ସହକାରୀ ଯନ୍ତ୍ରୀ ସରୋଜ ଚନ୍ଦ୍ର ପାତ୍ର କହିଛନ୍ତି।

 

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button