DIstrictEducationEntertainmentNationNawarangpurOdishaPolitics

ପୋଲସରାରେ ବହୁ ଆଡ଼ମ୍ବରରେ ରଥଯାତ୍ରା ପାଳିତ

ପୋଲ ସ ର ।,29/6: ଆଜି ବିଶ୍ଵ ପ୍ରସଦ ପୋଲସରା ଘୋଷଯାତ୍ରାକୁ ନେଇ ପୋଲସର ଅଞ୍ଚଳ ଚଳଚଞ୍ଚଳ ହୋଇଉଠିଛି । ପୋଲସରା ସହର ବହୁ ପଞ୍ଚାୟତରେ ରଥଯାତ୍ରା ବହୁ ଅନୁ ଷ୍ଠି ତ ହୋଇଯାଇଛି ଶ୍ରୀଜିଉଙ୍କ ଆଡ଼ମ୍ଭ ରେ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ ସହିତ ରଥଯାତ୍ରା ଆୟୋଜିତ ହୋଇଯାଇଛି । ଏହି ପବିତ୍ର ରଥଯାତ୍ରା ଅବସରରେ ପୋଲସରା ଜଗନ୍ନାଥ

କାର୍ଯ୍ୟକ୍ରମ ହୋଇଥିଲା । ସକାଳ ମଙ୍ଗଳ ଆଳତି ସ‌ହିତ ଅବକାଶ ନୀତି ଆୟୋଜନ ହୋଇଥିଲା । ଏହା ପରେ ସ୍ୱତନ୍ତ୍ର ରୀତିନୀତି ସହିତ ରଥ ପ୍ରତିଷ୍ଠା ପରେ ନିର୍ଦ୍ଧାରିତ ସମୟରେ ଠାକୁ ର ର ଙ୍କ ପହଣ୍ଡି ଆର ମ୍ଭହୋଇଥିଲା । ସୁସଜ୍ଜିତ ରଥରେ ମହାପ୍ରଭୁ ଶ୍ରୀଜଗନ୍ନାଥ ବି ଜେ କରି ଥିଲେ । ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମରେ ଉତ୍ସବ ମୁଖର ହୋଇ ଉଠିଥିଲା ବଡ଼ଦାଣ୍ଡ । ଘଣ୍ଟ ଘଣ୍ଟା ମୃଦଙ୍ଗ ଧ୍ୱନିରେ

ଉପସ୍ଥିତ ଶ୍ରଦ୍ଧାଳୁ ମାନେ ଶ୍ରୀ ଜଗନ୍ନାଥଙ୍କ ରଥକୁ ଟାଣି ଗୁଣ୍ଡିଚା ମନ୍ଦିରରେ ପହଞ୍ଚୁଥୁଲେ । ଚଳିତ ବର୍ଷ ମହାପ୍ରଭୁଙ୍କ ରଥଯାତ୍ରାକୁ ନେଇ ପୋଲସରା ବ୍ଲକର ମଥୁରା, ବାଲିଛାଇ, କଣଛାଇ, ଖଣ୍ଡୁରୁ, ହାତୀ ଓଟ, କଳସ୍ଵ, ଢୁଙ୍କାପଡ଼ା, ଚିରିକିପଡ଼ା, ସୋଡ଼କ, ଜକର, ନିମିନା ସମେତ ବିଭିନ୍ନ ଗ୍ରାମରେ ବେଶ୍ ଧୁମଧାମରେ ପାଳିତ ହୋଇଯାଇଛି । ରଥାରୁଢ଼ ଠାକୁରଙ୍କୁ ପହଣ୍ଡି ବିଜେ ମାଧ୍ଯମରେ ଗୁଣ୍ଡିଚା ମଣ୍ଡପରେ ବିଜେ କରାଯାଇଥିଲା

ତଥା ରୀତିନୀତି ଅନୁସାରେ ସମସ୍ତ ପରିବେଶ ସୃଷ୍ଟି ହୋଇଥିଲା ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button