DistrictEducationEntertainmentNationNawarangpurOdishaPolitics

ଗୋପାଳ ଶ୍ରୀକ୍ଷେତ୍ର ଜଗନ୍ନାଥଙ୍କ ସେବାରେ ଛାତ୍ରଛାତ୍ରୀ, ଯୁବଗୋଷ୍ଠୀ

ତେ ନ୍ତୁ ଳି ଖୁ ଣ୍ଟି, 28/6: ସର୍ଚ ମିସ ନବରଙ୍ଗପୁର ଜିଲ୍ଲା ଇନ୍ଦ୍ରାବତୀସ୍ଥିତ ଜିଲ୍ଲା ଇନ୍ଦ୍ରାବତୀସ୍ଥିତ ଗୋପାଳ ଶ୍ରୀକ୍ଷେତ୍ରରେ ପ୍ରତିବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ସମୟରେ ଖାତିଗୁଡ଼ା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଗୁରୁଜୀ ଗୁରୁମା ଏବଂ ଛାତ୍ରଛାତ୍ରୀ ରଥ ସ ସଜ୍ଜା ସାଙ୍ଗକୁ ଅନ୍ୟାନ୍ୟ ସେବାରେ ନିଜକୁ ସାମିଲ କରି ଏକ ସ୍ବତନ୍ତ୍ର ରଥରେ ଫୁଲ ସଜ୍ଜା ସ୍ଥାନ ସୃଷ୍ଟି କରିଛନ୍ତି I ରଥ


ଏବଂ ମହାପ୍ରଭୁ ଜଗନ୍ନାଥ, ଭଉଣୀ ସୁଭଦ୍ରା ଏବଂ ବଡ଼ ଭାଇ ବଳଭଦ୍ରଙ୍କ ଦ୍ରଙ୍କ ପାଇଁ ଟାହିଆ ପ୍ରସ୍ତୁତ ପ୍ର କରି ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ପ୍ରଶଂସାର ପାତ୍ର ହୋଇଛନ୍ତି। ସ୍ବରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ବଡ଼ ଗୁରୁଜୀ ପବିତ୍ରମୋହନ ସାହୁ, ଗୁରୁଜୀ ସଞ୍ଜୟ କୁମାର ବେହେରା, ଜିତେନ୍ଦ୍ରିୟ ମହନ୍ତ, ଜଗଦେବ କେଶରୀ ସାମନ୍ତ, ନିରୁପମା ପ୍ରଧାନ, ମିନତୀ ନାୟକ,

ରାମ୍ବିଆ ହରିଜନ, ଖଗପତି ପୂଜାରୀ, ପ୍ରିୟଙ୍କା ସାହୁ, ଜ୍ୟୋତ୍ସ୍ନାରାଣୀ ରାଉତ, ଲଳିତା ପଣ୍ଡା, ସସ୍ମିତା ସାମନ୍ତରା, ସଂଘମିତ୍ରା ଦେଓଙ୍କ ସମେତ ଛାତ୍ରଛାତ୍ରୀଙ୍କ ସହଯୋଗରେ ସମସ୍ତ ଫୁଲ ସାଜସଜ୍ଜା ହୋଇଥିଲା। ସେହିଭଳି ରଥଯାତ୍ରା ଅବସରରେ ଗୋପାଳ ଶ୍ରୀକ୍ଷେତ୍ର ବଡଦାଣ୍ଡରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ହଜାର ହଜାର ସଂଖ୍ୟକ ଜଗନ୍ନାଥ ପ୍ରେମୀଙ୍କ ପାଇଁ ମିଠା ଅର୍ଣ୍ଣ ପ୍ରସ୍ତୁତ କରି ବଣ୍ଟନ କରିଥିଲେ ସ୍ଥାନୀୟ ଯୁବଗୋଷ୍ଠୀ । କାର୍ଯ୍ୟକ୍ରମରେ ଗଣେଶ ସାହୁ, ବଳିଆ ପାଢ଼ୀ, ସୁଶାନ୍ତ ରାଉତ, ବିଶ୍ବଜିତ ତ୍ରିପାଠୀ, ଟିକୁ ସାହୁ, ରାଉତ, ଦୀପକ ସ୍ବାଇଁ, ଇନ୍ଦ୍ରଜିତ ଦୀପକ ଦ ବିଶ୍ଵାଳ ପ୍ରମୁଖ ମୁଖ ସହଯୋଗ ଲ । ସମସ୍ତଙ୍କ ସହଯୋଗରେ କରିଥିଲେ। ବର୍ଷ ଚଳିତ ଶୃଙ୍ଖଳାର ସହ ମହାପ୍ରଭୁଙ୍କ ଘୋଷଯାତ୍ରା ଅନୁଷ୍ଠିତ ହୋଇଛି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button