DistrictKoraputNationOdishaPolitics

ଶାବର ଶ୍ରୀକ୍ଷେତ୍ର କୋରାପୁଟ କୋରାପୁଟରୁ ଶ୍ରୀକ୍ଷେତ୍ର ପୁରୀକୁ ଅମୃତ ଅନ୍ନ ଯୋଗାଣ ଯାତ୍ରାର ଶୁଭାରମ୍ଭ

କୋରାପୁଟ: 27/6 ପବିତ୍ର ନେତ୍ର ଉତ୍ସବ ଅବସରରେ ଶାବର ଶ୍ରୀକ୍ଷେତ୍ର କୋରାପୁଟରୁ ଶ୍ରୀକ୍ଷେତ୍ର ପୁରୀକୁ ଅମୃତ ଅତ୍ତ ଯୋଗାଣ ଯାତ୍ରାର ଶୁଭାରମ୍ଭହୋଇଯାଇଛି । କୋରାପୁଟ ଜିଲ୍ଲାପାଳ ଭି କୀର୍ତି ଭୟସନ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୋରାପୁଟ ଶାବର ଶ୍ରୀକ୍ଷେତ୍ରର ପରିସରରୁ ପୁରୀ ଶ୍ରୀକ୍ଷେତ୍ରକୁ ଜୈବିକ ପଦ୍ଧତିରେ ଉତ୍ପାଦିତ କୋରାପୁଟ କଳାଜିରା ଋଜଳ ଯୋଗାଣ ଯାତ୍ରାର ଶୁଭାରମ୍ଭ କରିଛନ୍ତି ଅମୃତ ଅନୃ ଲାଗି ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନଙ୍କ ଅନୁରୋଧ କ୍ରମେ ପ୍ରଗତି, ଜୈବିକ ଶ୍ରୀ ଓ ଚିତ୍ରିଦୋରା କୃଷକ ଉତ୍ପାଦକ କମ୍ପାନୀ ମାଧ୍ୟମରେ ୨୨ କ୍ଲିଣ୍ଟାଲ ଜୈବିକ କଳାଜିରା ଋଉଳ ସହ ୧ କ୍ସିଣ୍ଟାଲ ମୁଗ ଓ ୧ କ୍ଷିଣ୍ଟାଲ ବିରି କୋଠଭୋଗ ଉଦ୍ଦେଶ୍ୟରେ ପୁରୀ ପଠାଯାଇଛି । ଏହା ଦ୍ଵାରା କ୍ଷୁଦ୍ର ଓ ନାମମାତ୍ର ଋଷୀଙ୍କ ଗୌରବ, ସଂସ୍କୃତିର ପ୍ରପ୍ସର ଓ ଆର୍ଥକ ବିକାଶ ସହ ଜୈବିକ କୃଷିର ଉତ୍ତତି, ପ୍ରାକୃତିକ ସନ୍ତୁଳନର ସୁରକ୍ଷା ତଥା ସୁସ୍ଥ ଖାଦ୍ୟ ଯୋଗାଇବାରେ କୋରାପୁଟ ଜିଲ୍ଲାର କୃଷକ ସମାଜ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବ ବୋଲି ଜିଲ୍ଲାପାଳ ଶ୍ରୀ ଭୟସନ କହିଛନ୍ତି। ବର୍ତମାନ ଓଡିଶା ସରକାର ଓ ଶ୍ରୀ ମନ୍ଦିର ପରିପ୍ପଳନା ଟ୍ରଷ୍ଟ ଦ୍ୱାରା ପୁରୀ ଶ୍ରୀମନ୍ଦିରରେ ଜୈବିକ ଋଉଳ ରୁ ମହାପ୍ରସାଦ ପ୍ରସ୍ତୁତି ଲାଗି ଚଳିତ ଖରିଫ १०१४ ୫ ରୁ ଅମୃତ ଅତ୍ତ ଯୋଜନାର ଶୁଭାରମ୍ଭ ହେବାକୁ ଯାଉଛି । ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଶ୍ରୀ ମନ୍ଦିର ପରିପ୍ପଳନା ଟ୍ରଷ୍ଟ, କୋରାପୁଟ ଜିଲ୍ଲା ପ୍ରଶାସନ ସହାୟତାରେ ଚଳିତ ରଥଯାତ୍ରା ଉପଲକ୍ଷେ ଆଡ଼ପ ମଣ୍ଡପରୁ କୋଠଭୋଗ ଓ ମହାପ୍ରସାଦ ଲାଗି କୋରାପୁଟର ଜୈବିକ କଳାଜିରା ଋଉଳ ନିୟମିତ ବ୍ୟବହାର କରିବା ପାଇଁ ସିଦ୍ଧାନ୍ତ ନିଆଯାଇଛି । ଏହା ଛଡା କୋରାପୁଟ କଳାଜିରା ଋଉଳରୁ ପ୍ରସ୍ତୁତ ଅମୃତ ଅନ୍ନର ସ୍ଵତନ୍ତ୍ର ବିକ୍ରୟ କେନ୍ଦ୍ର ଖୋଲାଯାଇ ଭକ୍ତ ମାନଙ୍କ ନିମନ୍ତେ ମହାପ୍ରସାଦ ଉପଲବ୍ଧ କରାଇବା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବଡ ସୁଆର, ସୁଆର ଓ ମହା ସୁଆର ନିଯୋଗ ପ୍ରତିନିଧୂଙ୍କ ଉପସ୍ଥିତିରେ ନିଷ୍ପଭି ନିଆଯାଇଛି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button