ଇ-ରେଜିଷ୍ଟ୍ରେସନ ଆପ୍ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋବାଇଲ୍ରେ ମିଳିବ ରାଜସ୍ବ ସେବା

ଭୁବନେଶ୍ୱର,26/6: ଜମି କିଣାବିକା ପାଇଁ ଆଉ ବାରମାର ସବ୍ ରେଜିଷ୍ଟ୍ରାର ଅଫିସ୍ ଦୌଡ଼ିବାକୁ ପଡ଼ିବନି । ନା ଦଲାଇ ହାବୁଡ଼ରେ ପତିବେ ନା ଲାଞ୍ଚ ଦେବେ । ଘରେ ବସି ନିଜ ମୋବାଇଲ ଫୋନରେ ସୁଟ୍ ବୁକ୍ କରିପାରିବେ। ଏଥିପାଇଁ ମୁଖ୍ୟମନ୍ତ୍ରୀ ଇ-ରେଜିଷ୍ଟ୍ରେସନ ଆପ୍ର ଶୁଭାରମ୍ଭ ରମ୍ଭ କ କରିଛନ୍ତି । ଏଣିକି ଏହି ଆପ୍ ଜରିଆରେ ରାଜସ୍ବ ବିର ବିଭାଗର ପ୍ରାୟ ୧୮ ସେବା ହାତପାଆନ୍ତାରେ ମିଳିବ। ଆ ଆଗକୁ ଆହୁରି ଅଧିକ ସେବା ଏହି ଆପରେ ଉପଲବ୍ଧ ହେବ।
କରିବାକୁ ନୂଆ ସେବାକୁ ଲୋକଙ୍କ ନିକଟତର ସରକାର ଇତିମଧ୍ୟରେ ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି । ସରକାରଙ୍କ ବର୍ଷ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ସ୍ବତନ୍ତ୍ର ଉତ୍ସବରେ ‘ଇ-ରେଜିଷ୍ଟ୍ରେସନ ଆପ୍’ର ଉନ୍ମୋଚନ କରିଛନ୍ତି। ଡିଜିଟାଲ ସେବା ଏହା ମାଇଲଖୁଣ୍ଟ ବୋଲି କହିଛତି ମୁଖ୍ୟମନ୍ତ୍ରୀ। ରାଜ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ବର୍ଷକର ସଫଳତା ପୁସ୍ତିକା ମଧ୍ୟ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଛନ୍ତି । ସେ କହିଛନ୍ତି, ବିପର୍ଯ୍ୟୟ ପରିଚାଳନରେ ଆମର ଦକ୍ଷତା ଉପରେ ସାରା ବିଶ୍ଵର ଚହଳଅଛି । ତେଣୁ ପ୍ରତି ମୁହୂର୍ତ୍ତରେ ପ୍ରସ୍ତୁତ ରହିବାକୁ ରାଜସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ରାଜ୍ୟ ସେବା ପାଇବାକୁ ସାଧାରଣ
ପ୍ରଥମ ପର୍ଯ୍ୟାୟରେ ୧୮ ପ୍ରକାରର ସେବା ଉପଲବ୍ଧ
୨୦,୩୮୫ ଶିକ୍ଷାନୁଷ୍ଠାନକୁ ପଟ୍ଟା, ବସୁନ୍ଧରାରେ ୧୬,୭୨୭ ବାସହୀନଙ୍କୁ ଜମି
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସଫଳତା ପୁସ୍ତକା ଉନ୍ମୋଚନ
ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ମଡେଲ, ବିଶ୍ଵର ନଜର ରହିଛି
ଲୋକଙ୍କୁ ବହୁବାର ତହସିଲ, ସବ୍ରେଜିଷ୍ଟ୍ରାର ଅଫିସ ଧାଇଁବାକୁ ପଡ଼ୁଛି । ଇ-ରେଜିଷ୍ଟ୍ରେସନ ଆପରେ ଏଣିକି ଘରେ ବସି ରେଜିଷ୍ଟ୍ରେସନ ଡିଭ୍ ପାଇଁ ସ୍ୱଟ ବୁକିଂ, ସାର୍ଟିଫାଏନ୍ କପି ଓ ଲସି ପାଇଁ ଆବେଦନ କରିହେବ । କେଉଁ ମୌଳାରେ ଜମିର ସରକାରୀ ଧର୍ଯ୍ୟ ମୂଲ୍ୟ କେତେ ତାହା ମଧ୍ୟ ଘରେ ବସି ଆପ୍ ଜରିଆରେ ଜାଣିହେବ । ଦଲାଇ ଆଉ ଦୁର୍ନୀତି ମୁକ୍ତ ହେବ ସବ୍ ରେଜିଷ୍ଟ୍ରାର ଅଫିସ୍। କାଗଜଶୂନ୍ୟ ଏବଂ କ୍ୟାସ୍ ଲେସ୍ ହେବ ସରତ ସରକାରୀ ପ୍ରକ୍ରିୟା। ସରକାରୀ ଅଫିସରେ ଭିଡ଼ କମିବ। ଲୋକଙ୍କର ସମୟ ଓ ଖର୍ଚ୍ଚ ବଞ୍ଚିବ।
ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ, ଏହି ବର୍ଷକ ମଧ୍ୟରେ ବସୁନ୍ଧରା ଯୋଜନା ମାଧ୍ୟମରେ ସରକାର ୧୬,୭୨୭ ଜଣ ବାସଗୃହଶୂନ୍ୟ ଲୋକଙ୍କୁ ଘରବାଡ଼ି ପଟ୍ଟା ଯେଉଁ ଯୋଗାଇ ଦେଇଛନ୍ତି। ଗତ ବର୍ଷକ ମଧ୍ୟରେ ୨୦,୩୮ ୩୮୫ଟି ସରକାରୀ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ପ୍ରାଥ ପ୍ରାଥମିକ ବିଦ୍ୟାଳୟ , ହାଇସ୍କୁଲ ଏବଂ କଲେଜ କଲେଜ ନାମରେ ସ୍ଥାୟୀ ପଟ୍ଟା ପ୍ରଦାନ କରଯାଇ ପାଇଛି । ସ୍ବତନ୍ତ୍ର ଅଭିଯନ ମାଧ୍ୟମରେ ୪,୬୧,୬୦୨ ଖାତାକୁ ସର୍ବେକ୍ଷଣ କରାଯାଇ ୧,୧୬,୪୮୬ଜଣ ମୃତ ଲୋକଙ୍କ ରେକର୍ଡଗୁଡ଼ିକୁ ସେମାନଙ୍କ ଉତ୍ତରାଧ କାରୀଙ୍କ ନାମରେ କରାଯାଇଛି । ଏହାଦ୍ଵାରା ଚାଷୀମାନେ ସରକାରଙ୍କ
ରାଜସ ବିଭାଗର ସଫଳତା ଉପରେ ତାଙ୍କର କାର୍ଯ୍ୟଧାରା ନିଷ୍ଟ ଓ ପ୍ରତିବଦ୍ଧତାର ଏକ ନୂଆ ଉଦାହରଣ ସୃଷ୍ଟି କରିଛି। ରାଜସ୍ବ ବିଭାଗର ଅଧୁକାରୀ ଓ କର୍ମଚାରୀ ପ୍ରଶଂସନୀୟ କାମ ।
ବିଭିନ୍ନ ଯୋଜନାର ଲାଭ ପାଇପାରୁଛନ୍ତି । ଗତ ବର୍ଷକ ମଧ୍ୟରେ ରାଜ ବିଭାଗ ହାସଲ କରିଥିବା ସଫଳତାକୁ ନେଇ ଯେଉଁ ପୁସ୍ତିକା ପ୍ରକାଶ ହୋଇଛି ତାହା ଗଣତାନ୍ତ୍ରିକ ପ୍ରକ୍ରିୟାରେ ଏକ ଗାରେ ଏକ ଦାୟିତ୍ବବାନ ପ୍ରଶାସନିକ ବ୍ୟବସ୍ଥା, ଦକ୍ଷତା ଓ ଲୋକ ତା ଓ ଲୋକାଭିମୁଖୀ କାର୍ଯ୍ୟକ୍ରମର ପ୍ରମାଣ । ରାଜ୍ୟ ସରକାର ରାଜ ପ୍ରଶାସନ କ୍ଷେତ୍ରରେ ବ୍ୟାପକ ସଂସ୍କାର ଆଣିଛନ୍ତି ।
-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ରୂପ-ମୁଖ୍ୟମ କହିଲେ, ଲୋକଙ୍କ ସରକାର ରକାର ଲୋକଙ୍କ ନାମ ରିଚାଳନା ମନ୍ତ୍ରୀ କରୁଛନ୍ତି । ଗଳ ଓ ବିପର୍ଯ୍ୟୟ ପରିଚାଳ ସୁରେଶ ପୁଜାରୀ କହିଲେ, ବାତ୍ୟା ଦାନା ସମୟରେ ମୁଖ୍ୟମନ୍ତ୍ରୀ ୭ ଦିନ ଧରି ସକାଳୁ ବିଳମ୍ବିତ ସମୟ ଯଏଁ କଣ୍ଟ୍ରୋଲ ରୁମ ରେ ଉପସ୍ଥିତ ରହି ବାତ୍ୟା ପରିଚାଳନାର ସିଧାସଳଖ ତଦାରଖ କରିଛନ୍ତି ।
କରିଛନ୍ତି । ଓଡ଼ିଶାକୁ ରାଜ ସେବା ପ୍ରଦାନ କ୍ଷେତ୍ରରେ ଭାରତର ଶ୍ରେଷ୍ଠ ରାଜ୍ୟ କରି ଗଢ଼ିବୁ। କାର୍ଯ୍ୟକ୍ରମରେ ମୁଖ୍ୟଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନ୍ନ ଅନୁ ଗର୍ଗ ଉପସ୍ଥିତ ଥିଲେ । ରାଜ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂହ ପ୍ରାରମ୍ଭିକ ସୂଚନା ଦେଇଥିଲେ । ଆଭାସାରେ ସବୁ ଓ ରାଜ ବିଭାଗ ଅଧୁକାରୀ ସାମିଲ ହୋଇଥିଲେ ।