DIstrictEducationNawarangpurOdishaPolitics
ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ ଅଧ୍ଯକ୍ଷଙ୍କ ସହ ଆଲୋଚନା

ବୁଗୁଡ଼ା,୨୪/୬: ଆଜି ରାକେଶ ଜେନାଙ୍କ ନେତୃତ୍ୱରେ ଏକ ଛାତ୍ର ପ୍ରତିନିଧ ମଣ୍ଡଳ ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ସହ ଆଲୋଚନା କରିଥିବା ଜଣାପଡିଛି। ବୁ ଗୁ ଡ଼ା ବ୍ଲକ୍ ଅନ୍ତର୍ଗ ତ ବାଲି ପଦର ଆଞ୍ଚଳିକ ବି ଜ୍ଞାନ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ଯାହାକି ମହାବିଦ୍ୟାଳୟରେ ଅଣଛାତ୍ରଙ୍କ ପ୍ରବେଶ, ଛାତ୍ରଛାତ୍ରୀ ମାନଙ୍କ ନାମଲେଖା ସହିତ ବିଭିନ୍ନ ସମସ୍ୟାକୁ ନେଇ ମହାବିଦ୍ୟାଳୟ ଅଧ୍ଯକ୍ଷଙ୍କ ସହ ଆଲୋଚନା କରିଛନ୍ତି I ଏଥିରେ ଛାତ୍ର ନେତା ରାକେଶ ଜେନା, ସୁରୀୟ ପ୍ରକାଶ ସାହୁ, ସୋନୁ ଜେନାଙ୍କ ଉପସ୍ଥିତ ରେ ଆଲୋଚନା ହୋଇଥିଲା ।