DIstrictNawarangpurOdishaPolitics

କାଶୀନାଥ ଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ଦୀର୍ଘ ୮ ବର୍ଷ ଧରି ଅଜଣା ରୋଗ ରେ ହୋଇଛନ୍ତି ଆକ୍ରାନ୍ତ

ନବରଙ୍ଗପୁର 23/06: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ୟୁ କ ବେହେଡା ପଞ୍ଚାୟତର ତାସାପାରା ଗ୍ରାମର କାଶୀନାଥ ହରିଜନ( ୪୦ ) ଅଜଣା ରୋଗରେ ଦୀର୍ଘ ୮ବର୍ଷ ହେବ ଆକ୍ରାନ୍ତ ହୋଇଛନ୍ତି । କାଶୀନାଥ ଙ୍କ ଚିକିତ୍ସା ପାଇଁ ଅର୍ଥ ନଥୁବାରୁ ଚିକିତ୍ସା ହୋଇପାରୁ ନାହିଁ । କାଶୀନାଥ ଜନ ଙ୍କ ୨ ଜଣ ପୁଅ ଓ ଗୋଟିଏ ଝିଅ ଅଛନ୍ତି । କାଶୀନାଥ ନାଥଙ୍କ ସ୍ତ୍ରୀ କୁଲି ମଜୁରୀ କାମ କରି ପରିବାର ଚଳାଇବା ସହିତ ତାଙ୍କ ତାଙ୍କ ସ୍ଵାମୀ ଙ୍କ ଚିକିତ୍ସା କରାଉଛ ଛନ୍ତି । ତାହା ବି ଦେଶୀ ଔଷଧ ମଧ୍ଯ ମଧ୍ଯରେ ଚିକିତ୍ସା କରାଉଛନ୍ତି ଯେଉଁ ବୟସରେ କାଶୀନାଥ ରୋଜଗାର କରି ପରିବାର । ପୋଷଣ କରିଥାନ୍ତେ ସେହି ବୟସରେ ସେ ବିଛଣା ରେ ପଡିରହିଛନ୍ତି । ସ୍ବଳ୍ପ ସ୍ଵଚ୍ଛ ଟଙ୍କା ରେ ସେ


ସହ ହୋଇପଡ଼ୁଥିବା ଦେଖ୍ ବାକୁ ମିଳିଛି ସ୍ତ୍ରୀ ଘର କାମ ସହିତ ସ୍ଵାମୀ କାଶୀନାଥ ଙ୍କ ଶୌଚ ଚ କରାଇବା ଗାଧୋଇ ଦେବା, ଖୁ ଏଇ ଏଇଦେବା ସମସ୍ତ କାର୍ଯ୍ୟ କରନ୍ତି କରନ୍ତି । ସ୍ଵଳ୍ପ ଟଙ୍କା ରେ ଘର ଚଳିବା କଷ୍ଟ କର ହେଉଥ‌ିବା 6 6 ବୋଝ ଉପ ପରେ ନଳିତା ବିଡା ଭଳି ସ୍ଵାମୀ ଙ୍କ ଅଜଣା ରୋଗ ଏବେ ଦାଉ ସାଦୁଛି। ୩ ଜଣ ପୁଅ ଝିଅ ଙ୍କ ପାଠ ପଢିବା ସହ ଘର ଚଳିବା ବହୁ କଷ୍ଟକର ହୋଇପଡ଼ୁଛି ବୋଲି କାଶୀନାଥ ଙ୍କ ସ୍ତ୍ରୀ କହିଛନ୍ତି । ଯଦି ସରକାର ଙ୍କ ତରଫ ରୁ କୌଣସି ସହାୟତା ମିଳନ୍ତା ରୋଗାକୁ ରାଗାକ୍ରାନ୍ତ ସ୍ଵାମୀ ଙ୍କ ଚିକିତ୍ସା କରିପାର ପାରନ୍ତେ । ତେବେ ଏହି ଖବର ପ୍ରସାରଣ ହେଲା ପରେ ପ୍ରଶାସନ ପକ୍ଷ ପକ୍ଷରୁ କେବେ ତାସାପାରା ଗ୍ରାମ ର କାଶୀନାଥ ହରିଜନ ଘରେ ପହଁଚିବେ

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button