
ରାୟପୁର,23/6: ପ୍ରତିବର୍ଷ ବର୍ଷାଋତୁରେ ନକ୍ସଲ ବିରୋଧୀ ଅଭିଯାନ ବନ୍ଦ ରହିଥାଏ । ଯାହାଫଳରେ ନକ୍ସଲମାନେ ଶାନ୍ତିରେ ଶୋଇଥାନ୍ତି । କିନ୍ତୁ ଚଳିତବର୍ଷ ନକ୍ସଲ ଦମନ ଅଭିଯାନ ଜାରି ରହିବ। ନକ୍ସଲମାନଙ୍କୁ ଏଥର ବର୍ଷାଋତୁରେ ଶୁଆଇ ଦେବନାହିଁ । ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶକୁ ନକ୍ସଲମୁକ୍ତ କରାଯିବ ବୋଲି ରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଦୃଡ଼ୋକ୍ତି ପ୍ରକାଶ କରିଛନ୍ତି ।
ଓ ଅତିରିକ୍ତ ଡିଜି ସ୍ତରୀୟ ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ । ବୈଠକରେ ନକ୍ସଲ ଦମନର ବର୍ତ୍ତମାନ ସ୍ଥିତି, ରାଜ୍ୟମାନଙ୍କ ମଧ୍ୟରେ ସମନ୍ୱୟ, ଗୁଇଦା ବ୍ୟବସ୍ଥାକୁ ମଜଭୂତ କରିବା ଏବଂ ଅତ୍ୟାଧୁନିକ ଟେକ୍ନୋଲୋଜିର ବ୍ୟବହାର ନେଇ ବିସ୍ତୃତ ଆଲୋଚନା ହୋଇଥିଲା । ଏହି ଅବସରରେ ଶାହ କହିଥିଲେ ନକ୍ସଲଙ୍କ ସହିତ ଆଉ କଥାବାର୍ତ୍ତା କରିବାର ପ୍ରଶ୍ନ ଉଠୁନାହିଁ । ସେମାନେ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରି ଦେଶର ବିକାଶ ପ୍ରକ୍ରିୟାରେ ସାମିଲ ହେବା ଉଚିତ । ଯେଉଁମାନେ ଆତ୍ମସମର୍ପଣ କରାଯିବ ସେମାନଙ୍କୁ ସ୍ବାଗତ କରାଯିବ । ରାଜ୍ୟ ସରକାରଙ୍କ ପକ୍ଷରୁ ସବୁଠାରୁ ଶ୍ରେଷ୍ଠ ଆତ୍ମସମର୍ପଣ ନୀତି କରାଯାଇଛି। ସେମାନଙ୍କୁ ଏହି ନୀତି ଅନୁସାରେ ଛତିଶଗଡର ରାୟପୁର ଠାରେ ଶାହ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ନଜ୍ଵଲ ବିରୋଧୀ ଅପରେସନର ସମୀକ୍ଷା କରିଥିଲେ । ବୈଠକରେ ଛତିଶଗଡ଼ ସମେତ ଓଡ଼ିଶା, ତେଲଙ୍ଗାନା, ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶରେ ପୁଲିସ ମିଳି ସବୁ ପ୍ରକାର ସହାୟତା କରାଯିବ। ରାଜ୍ୟ ଓ କେନ୍ଦ୍ର ସରକାର ନକ୍ସଲଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି ତାକୁ ପୂରଣ କରିବେ। ଗସ୍ତ ଅବସରରେ ଶାହ ନୟା ରାୟପୁରର
ଅଟଳ ନଗର ଠାରେ ନ୍ୟାସନାଲ ଫରେନ୍ସି ସାଇନ୍ସ ୟୁନିଭର୍ସିଟି କ୍ୟାମ୍ପସ ଏବଂ ସେଣ୍ଟ୍ରା ଫରେନ୍ସିକ ସାଇନ୍ତି ଲାବରେଟୋରୀ ଶିଳାନ୍ୟାସ କରିଥିଲେ । କହିଥିଲେ ଏ ୟୁନିଭର୍ସିଟିରୁ ସ୍ନାତକ ଡିଗ୍ରୀ ହାସଲ କରିବା ଆ ଚାକିରି ସୁନିଶ୍ଚିତ । ଛତିଶଗଡରେ ଅପରା ନ୍ୟାୟ ବ୍ୟବସ୍ଥାକୁ ଅଧୁନିକାକରଣ କରିବା ଏହି ପ୍ରତିଷ୍ଠାନର ପ୍ରମୁଖ ଭୂମିକା ରହିବ ବୋ ଶାହ କହି ଥିଲେ । ଆସନ୍ତାକାଲି ସୋମବାର ଶାହ ଅବୁଝମାତ ଅଞ୍ଚଳର ଗ୍ରାମୀଣ ଲୋକ ଭେଟି ସେମାନଙ୍କ ସହ ଆଲୋଚନା କରିବେ ଏହା ପରେ ବିଏସ୍ଏଫ କ୍ୟାମ୍ପ ପରିଦର୍ଶ କରିବା ସହ ସେଠାରେ ଯବାନଙ୍କ ସହିତ ବିନିମୟ ମଧ୍ୟ କରିବେ ।