
ର।ୟଗଡା,22/06 : ମା ମଝିଘରିଆଣି ମନ୍ଦିର ନିକଟ ଝଞ୍ଜାବତୀ ପୋଲ ଉପରେ ଏକ କୋଇଲା ବୋଝେଇ ଟ୍ରକ ସହ ଏକ ପିକପ ଭ୍ୟାନ ଧକ୍କା ହେବା ଫଳରେ ଦୁଇଟି ଗାଡି ଗାଡି ହୁତୁ ହୁତୁ ହୋଇ
ଜଳିଯାଇଥିବା ବା ବେଳେ ଦୁଇଟି ଗାଡି ର ଡ୍ରାଇଭରଙ୍କ କିଛି ହୋଇ ନଥିବା ବେଳେ ମେଲ୍କ-ପିକଅପ କଅପ ଗାଡିର ହେଲ୍ସର ସାମାନ୍ୟ ଆହତ ହୋଇଛନ୍ତି । ଘଟଣାରୁ ପ୍ରକାଶ। ପିକଅପ ଗାଡିର ମରାମତି କରିବା ପାଇଁ ମେକ୍ସ-
ଅତଡା ଗ୍ରାମରୁ ରାୟଗଡା ଆସୁଥୁବା ସମୟରେ ଆନ୍ଧ୍ର ପଟୁ ଆସୁଥିବା କୋଇଲା ବୋଝେଇ ୧୬ ଚକିଆ ଟ୍ରକଟି ମଝିଘରିଆଣି ମନ୍ଦିର ନିକଟ ଝଞ୍ଜାବତୀ ନଦୀ ପୋଲ ଉପରେ ମେକ୍ସ-ପିକଅପ ଗାଡିର ପଛପଟୁ ଧକ୍କା ଦେଇଥିଲା । ଯାହାଫଳରେ ମେଳ-ପିକଅପ ଗାଡି ଗାଡି ସହ କୋଇଲା ଟ୍ରକଟି ସମ୍ପୂର୍ଣ୍ଣ ପୋଡିଯାଇଥିବା ବେଳେ ଦୁଇଟି ଗାଡିର ଡ୍ରାଇଭର ଗାଡିରୁ ଡେଇଁ ପଡିବା ସେମାନେ ବଞ୍ଚିଯାଇଥୁବା ପିକଅପ ଗାଡିର ହେଲ୍ମର ସାମାନ୍ୟ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ଓ ପେ ପୋଲିସ । ପହଞ୍ଚି ନିଆଁକୁ ଆୟତ୍ତ କରି ଥୁବା ବେଳେ ରାୟଗଡା- ଆନ୍ଧ୍ର ରହିଥିବା ବେଳେ ରାସ୍ତାର ଯୋଗାଯୋଗ ବନ୍ଦ ରହିଥ ଅଟକି ରହିଛି । ଦୁଇପାର୍ଶ୍ଵରେ ବହୁ ଗାଡି ଅଟକ ଥଲ।