Odisha
ବଜାର ଉପରେ ବାପା ପୁଅ କୁ ସଙ୍ଘବଧ ଆକ୍ରମଣ, ବାପା ଗୁରୁତର,ପୁଅ ଆହତ

ଗଞ୍ଜାମ 21/6/25: କବିସୂର୍ଯ୍ୟନଗର, ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଆଠଗଡ଼ ପାଟଣା ବସ ଷ୍ଟାଣ୍ଡ ବଜାର ଛକ ପରେ ବାପା ପୁଅ କୁ ସଂଘବଧ ଆକ୍ରମଣ । ଆକ୍ରମଣ ରେ ଗ୍ରାମ ର ଗଣେଶ ସାହୁ ନାମକ ବ୍ୟକ୍ତି ଗୁରୁତର ହୋଇଥିବା ବେଳେ ତାଙ୍କ ପୁଅ ସାଗର ସାହୁ ଆହାତ ହୋଇଛି । ଉଭୟ ଙ୍କୁ ପ୍ରଥମେ କବିସୂର୍ଯ୍ୟନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ ଗୁରୁତର ଙ୍କୁ ବ୍ରହ୍ମପୁର ମାଡିକାଲ କୁ ସ୍ଥାନାନ୍ତର କରାଯାଇଛି । ଉଭୟ ବାପା ପୁଅ ବାଇକ ଯୋଗେ ନିଜ ଘର କୁ ଯିବା ସମୟରେ ଆଠଗଡ଼ ପାଟଣା ମୁଖ୍ୟ ବଜାର ଛକ ଠାରେ ଦଶ ରୁ ଉର୍ଦ୍ଧ
ବ୍ୟକ୍ତି ଗାଡିକୁ ଧକ୍କା ମାରିବା ସହ ଖଣ୍ଡା,କାତି ରେ ଆକ୍ରମଣ କଲେ
ମଦ ବ୍ୟବସାୟ କୁ କେନ୍ଦ୍ରକରୀ ଆକ୍ରମଣ କଥିବା ଅନୁମାନ କରାଯାଉଛି । ତେବେ ଆଠଗଡ ପ।ଟଣ। ରେ ତିନି ମାସ ପୂର୍ବେ ଗୋଟିଏ ହତ୍ୟା କାଣ୍ଡ ଘଟିଥିବା
କରିଥିଲେ । ଆକ୍ରମଣ ର ପ୍ରକୃତ କାରଣ ଅସ୍ପଷ୍ଟ ରହିଥିବା