
ନନ୍ଦପୁର, ୨୧/୦୬: ବିଦ୍ୟୁତ୍ ଚାଳିତ କୋତାବାଲସା–କିରାଣ୍ଡୁଳ ସଂଯୋଗୀ କେବେ ଜକେ ରେଳପଥରେ ବିଶାଖାପାଟଣା–କିରାଣ୍ଡୁଳ ପାସେଞ୍ଜର ଟ୍ରେନ୍ (୫୮୫୩୮) ଶୁକ୍ରବାର ଏକ ଦୁର୍ଘଟଣାରୁ ବର୍ତ୍ତିଯାଇଛି। ଭେଜା ଷ୍ଟେଶନରୁ ବାହାରି ମାତ୍ର ୨ କି.ମି. ଦୂର ଥୁବା ଗାଁ ପାର କରିବା ବେଳେ ରେଳପଥ ବିଦ୍ୟୁତ ତାର ସଂଯୁକ୍ତ ପ୍ଲେଣ୍ଟରଟି ତଳେ ପଡ଼ିଯାଇଥିଲା। ୧୦ଟି ବିଦ୍ୟୁତ୍ । ପୋଲର ତାର ଛିଡ଼ି 66m ପଡି ଯିବାରୁ ବିଦ୍ୟୁତ୍ ଚାଳିତ ଟ୍ରେନ ଅଟକି ଯାଇଥିଲା। କିନ୍ତୁ ବିଦ୍ୟୁତ ତାର ରେଳ ସମେତ ତ ରେଳ ପଥର ସଂସ୍ପର୍ଶରେ ଆସିନଥିଲା। ଖବର ଲେଖା ସୁଧା ପାସେଞ୍ଜାର ଟ୍ରେନ୍ ଥୁବା ନିକଟରେ ଅଟକି ରହିଛି। ଟ୍ରେନରେ ଥିବା ଯାତ୍ରୀମାନେ ନେ ଟ୍ରେନରୁ ଓହ୍ଲାଇ ଗନ୍ତବ୍ୟ ସ୍ଥଳକୁ ଯାଇଥିବା ଦେଖିବାକୁ ମିଳିଛି I ଭେଜା, ପାଡୁଆ, ମାଛକୁଣ୍ଡ, କୋରାପୁଟ ଷ୍ଟେଶନରୁ ଆସିଥିବା ରେଳ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ରେ ମରାମତି ବ୍ୟବସ୍ଥା କରୁଛନ୍ତି ।