DistrictEntertainmentNationNawarangpurOdisha

ମଣ୍ଡେଇ ପଡିଆରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ

ନବରଙ୍ଗପୁର :୧୬/୮ ଗତଶନିବାର ଦିନ ମଣ୍ଡେଇ ପଡିଆ ଠାରେ ଜିଲ୍ଲା ସ୍ତରୀୟ ବିକାଶ ମେଳାରେ ଇସ୍ପାତ ଓ ଖଣି, ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉଦ୍ଘାଟନ କରିଛନ୍ତି। ଏହି ବିକାଶ ମେଳା ଉପଲକ୍ଷେ ପ୍ରତି ସନ୍ଧ୍ୟାରେ ମଣ୍ଡେଇ ପଡିଆ ମଞ୍ଚରେ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି। ଉଦ୍ଘାଟନ ଦିବସ ପ୍ରଥମ ସନ୍ଧ୍ୟାରେ ପୁରୁଷୋତ୍ତମ କଳା କେନ୍ଦ୍ର, ଓଡ଼ିଶୀ

ସଙ୍ଗୀତ ଓ ନୃତ୍ୟ ଦଳ, ଉମରକୋଟର ମାତାଙ୍ଗି ଡାନ୍ସ ଗ୍ରୁପ୍, ଡିଭାଇନ ଡାନ୍ସ ଏକାଡେମୀ, ସାଇରାମ କଳା କେନ୍ଦ୍ରର କଳାକାର ମାନେ ନୃତ୍ୟ ପରି ବେଷଣ କରି ଥି ଲେ। ରବିବାର ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମରେ ଏ କେ ଡାନ୍ ଗ୍ରୁପ୍, ସ୍ଵାତିକ ଡାନ୍ତି ଏକାଡେମୀ, ଡିଭାଇନ ଡାନ୍ସ ଏକାଡେମୀ, ଗ୍ରାମଦେବୀ ନୃତ୍ୟଦଳ, ସାଇରାମ୍ କଳାକେନ୍ଦ୍ର ଅନୁଷ୍ଠାନର କଳାକାର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ସାଂସ୍କୃତିକ ଅନୁଷ୍ଠାନଙ୍କୁ *

ମଞ୍ଚରେ ସାର୍ଟି ଫି କେଟ ଓ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା । ପ୍ରଥମ ଓ । ଓ ଦ୍ଵିତୀୟ ଦିବସ ସନ୍ଧ୍ୟା ସାଂସ୍କୃ ତି କ କାର୍ଯ୍ୟକ୍ରମରେ ଅତିଥୁ ରୂପେ ଡି ଆଇ ତିକ ରୂପେ ଡି ଆଇ ପି ଆର୍ ବେ ବେହେରା, ତହସିଲଦାର ନବରଙ୍ଗପୁର ମନୋଜ କୁମାର କୈଳାଶ ଚନ୍ଦ୍ର ତ୍ରିପାଠୀ,

ଡି ସି ଓ ଘାଷିଆ ହରିଜନ, ସହକାରୀ ସି ଇ ଓ ଓରମାସ୍ ଉମା ମହେଶ, ଏ ଡି ଡବ୍ଲୁ ଓ ଭରତ ଚନ୍ଦ୍ର ସାହୁ ପ୍ରମୂଖ ଅତିଥୁ ରୂପେ ଯୋଗ ପାଗଦେଇଥିଲେ। ଜିଲ୍ଲା ସଂସ୍କୃତି ବିଭାଗର ଆତ୍ମ ପ୍ରକାଶ ସାହୁ, ଏ ସନ୍ତୋଷ କୁମାର, ନିଳାମ୍ବର ନା ନାୟକ କାର୍ଯ୍ୟକ୍ରମରେ ସହଯୋଗ କରି କରିଥିଲେ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button