Odisha

ବିଳାସପୁର୍ଣ୍ଣ ଜୀବନ ବିତାଇବା ସହ ଅନଲାଇନ ରେ କରଜ ଟଙ୍କା ସୁଝିବା ପାଇଁ ଚୋରୀ କରିଥିବା ଚୋର ଗିରଫ

ବିଳାସପୁର୍ଣ୍ଣ ଜୀବନ ବିତାଇବା ସହ ଅନଲାଇନ ରେ କରଜ ଟଙ୍କା ସୁଝିବା ପାଇଁ ଚୋରୀ କରିଥିବା ଚୋର ଗିରଫ…
ଭୁବନେଶ୍ୱର ଚନ୍ଦ୍ରଶେଖର ଥାନା ଅନ୍ତର୍ଗତ କୈଳାଶ ବିହାର ଅଞ୍ଚଳ ରେ ସୁନା, ଟଙ୍କା ଓ ଗୁରୁତ୍ୱପୂର୍ଣ ଦସ୍ତାବିଜ ଚୋରି କରିଥିଲା……
ଏ ନେଇ ଥାନାରେ ଅଭିଯୋଗ କରିଥିଲେ ଘର ମାଲିକ ଜ୍ଞାନ ରଞ୍ଜନ ସେନାପତି….
ଚୋରୀ କରିଥିବା ଯାଜପୁର ଅଞ୍ଚଳର ପ୍ରତିରଞ୍ଜନ ବିଶ୍ୱାଳ ଓ ତା ଠାରୁ ଗହଣା କିଣିଥିବା କଟକ ଅଂଚଳ ର ବଣିଆ ଗିରଫ କରିଛି କମିଶନରେଟ ପୋଲିସ…
6 ଲକ୍ଷ୍ୟ ଟଙ୍କା ର ଅଳଙ୍କାର, ନଗଦ 40 ହଜାର ଟଙ୍କା ସହ LIC ବଣ୍ଡ ଚୋରୀ ହୋଇଥିଲା ଏବଂ ସମସ୍ତ ଜିନିଷ ଜବତ କରିଛି ପୋଲିସ…
ଆଜି ପୋଲିସ ପକ୍ଷରୁ ଘର ମାଲିକ ଜ୍ଞାନ ରଞ୍ଜନ ସେନାପତିଙ୍କୁ ଟଙ୍କା ଫେରସ୍ତ କରାଯାଇଥିବା ବେଳେ ଅନ୍ୟ ସମସ୍ତ ଅଳଙ୍କାର ଓ କାଗଜପତ୍ର ତଦନ୍ତ ପରେ ଫେରସ୍ତ କରାଯିବ ବୋଲି କୁହାଯାଇଛି….

Editor@Abbc

Related Articles

Leave a Reply

Your email address will not be published. Required fields are marked *

Back to top button