HealthOdisha

ଶିବିରରେ ୧୭ ୟୁନିଟ୍ ରକ୍ତ ସଂଗୃହୀତ

ଉମରକୋଟ, ୧୧/୬

ନବରଙ୍ଗପୁର ଜିଲା ଉମରକୋଟସ୍ଥିତ ଏଜିଆର୍ ପ୍ରତିରକ୍ଷା ଏବଂ ଶାରୀରିକ ଏକାଡେମୀ ବର୍ଷ ପୂର୍ଭି ଅବସରରେ ଉମରକୋଟ, ଦାଢ଼ିଗୁଡ଼ାସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠାନ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଠାରେ ମୋଟ ୧୭ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। କାର୍ଯ୍ୟକ୍ରମରେ ଉମରକୋଟ ତହସିଲଦାର ମେଗବାନ ବାଗ ମୁଖ୍ୟ ଅତିଥ୍, ସମ୍ମାନିତ ଅତିଥିଭାବେ ପୌର ନିର୍ବାହୀ ଅଧିକାରୀ ଆଲୋକ କୁମାର ଅନୁଗୁଳିଆ, ଏବିଇଓ ଦେବେନ୍ଦ୍ର କୁମାର ବାଗ ଓ ଆଇନଜୀବୀ ଶ୍ରୀନିବାସ ପଟ୍ଟନାୟକ ଯୋଗ ଦେଇଥିଲେ। ଅନୁଷ୍ଠାନ ମୁଖ୍ୟ ଜି. ଗୋଲଡ ସ୍ମିତଙ୍କ

ପ୍ରଚେଷ୍ଟାରେ ସଂ ସଂଗୃହୀତ ରକ୍ତ ଅନେକ ରୋଗୀଙ୍କ କାମ କାମରେ ଆସିବ ବୋଲି ଅତିଥୂମାନେ କହିଥିଲେ। ରକ୍ତଭଣ୍ଡାର ଅନ୍ୟ ସହଯୋଗୀ କର୍ମଚାରୀ ଉପସ୍ଥିତ l

Editor@Abbc

Related Articles

Leave a Reply

Your email address will not be published. Required fields are marked *

Back to top button