
ନବରଙ୍ଗପୁର,୧୧/୬: ଆଇପିଏସ୍ ଏମ୍. ସନ୍ଦୀପ ସମ୍ପତ ନବ ନବରଙ୍ଗପୁର ଜିଲ୍ଲା ପୁଲିସ ଆରକ୍ଷୀ ଅଧୀକ୍ଷକ ଦାୟିତ୍ବ ଗ୍ରହଣ କରିବା ପରେ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏଠାରେ ଦାୟିତ୍ ନାୟିତ୍ଵ ଥିବା ଏସପି ମିହିର କୁମାର ପଣ୍ଡା ଅ ଅବସର ଗ୍ରହଣ କରିଥିବା ବେଳେ କୋରାପୁଟ ଏସପି ଭାରପ୍ରାପ୍ତ ଦାୟିତ୍ଵରେ ଥିଲେ| ନୂତନ ଏସପି ନିଜ ପ୍ରତିକ୍ରିୟାରେ କହିଛନ୍ତି σα, ଜିଲ୍ଲାର ଆଇନଶୃଙ୍ଖ ପରିସ୍ଥିତିକୁ ତିକୁ କିଭଳି ମୁକାବିଲା କରିହେବ କିଭଳି ପୁଲିସ ପ୍ରତି ଲୋକଙ୍କ ଆସ୍ଥା, ବିଶ୍ବାସ ଭଳି ବଜାୟ ରହିବ ସେ ଦିଗରେ ସ୍ବତନ୍ତ୍ର ଦୃଷ୍ଟି ଦେବେ। କୌଣସି ସନ୍ଦିଗ୍ଧ, ଅପରାଧିକ କାର୍ଯ୍ୟକଳ ର୍ଯ୍ୟକଳାପ ଲିପ୍ତ ଥିବା ବ୍ୟକ୍ତି, ସମାଜର ମୁଖ୍ୟସ୍ରୋ ସ୍ରୋତରୁ ଅଲଗାରେ ରହି କାମ କରୁଥିବା ଲୋକଙ୍କ ସମ୍ପର୍କରେ ରେ ତାଙ୍କୁ ସୂଚନା ଦେବାକୁ ଅନୁରୋଧ କରିଥିଲେ।
ସୂଚନା ଦେବା ବ୍ୟକ୍ତିଙ୍କ ନାଁ ଗୁପ୍ତ ରଖାଯିବ ବୋଲି କହିଥିଲେ | ଜିଲ୍ଲାର ଆଇନଶୃଙ୍ଖଳା ରକ୍ଷା ଦିଗରେ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ ଟ୍ରାଫିକ ସମସ୍ୟା, ୩, ଗଂଜେ ଚୋରାଚାଲାଣ, ଅନ୍ୟାନ୍ୟ ଅପରାଧିକ ସମସ୍ୟା ଆଜି ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବେ ବୋଳି ବୋଲି ଏସ କହିଥିଲେ। ପୂର୍ବରୁ ପୁଲିସ ଏସପିମାନେ ଯେପରି ଜିଲ୍ଲାକୁ ଅପରାଧମୁ ଧମୁକ୍ତ କରିବାସ ପ୍ରୟାସ କରିଥିଲେ ସେଦିଗଣ ଗରେ ସେ ପ୍ରୟାସ କରିବେ ଏବଂ ଏଥିରେ ସମସ୍ତେ ସହଯୋE କରିବାକୁ ଅନୁରୋଧ କରିଛନ୍ତି ଏସữ ୨୦୧୨ ୨ ବ୍ୟାଚ୍ ଆଇପିଏସ୍ ଶ୍ରୀ ସମ୍ପତ୍ତ୍ୱ ଭଦ୍ରକରୁ ବଦଳି କରାଯାଇ ନବରଙ୍ଗପୁ ଏସ୍ପି ଦାୟିତ୍ଵ ଦିଆଯାଇଛି। କାର୍ଯ୍ୟରେ ଯୋଗପେ ଦେବା ପରେ ରେ ଅତିରି€ ଏସପି, ଏସଡିପିଓ, ଡିଏସପିଓ ବିଭିନ୍ନ ଥାନା ଅଧିକାଟ ଓ ପୁଲିସ କନେଷ୍ଟବଲ ସଂଘ ପକ୍ଷରୁ ତାଙ୍କୁ ସ୍ବାଗଞ କରାଯାଇଥିଲା |