ଆମ୍ବେଦକର ନଗରରେ ବୁରୁନ୍ଦା କୁଲୁଦିପଙ୍କ ଦେହାନ୍ତରେ ବିରୋଧ ଦଳ ନେତାଙ୍କ ସମବେଦନା ଜଣାଇଲେ।

କୋରାପୁଟ ଜିଲ୍ଲା ଅନ୍ତର୍ଗତ ସୁନାବେଡ଼ା ମୁନିସିପାଲିଟିର ସେମିଳିଗୁଡ଼ା ଅଞ୍ଚଳରେ ଅବସ୍ଥିତ ଆମ୍ବେଦକର ନଗରର ବାସିନ୍ଦା ବୃନ୍ଦା କୁଲୁଦିପ୍ ୧୦/୬/୨୦୨୫ ରେ କୋରାପୁଟ ଘରୋଇ ମେଡିକାଲ ଠାରୁ ଅଧିକ ଗୃତର ହେବାରୁ ବିଶାଖାପାଟଣା ନେବା ସମୟ ୧୧ଘଣ୍ଟିକାରେ କୁନ୍ଦୁଳି ନିକଟରେ ପରଲୋକ ହୋଇଛି।ତାଙ୍କ ଦେହାନ୍ତରେ ଅଞ୍ଚଳରେ ଶୋକ ପ୍ରକାଶ କରିଛନ୍ତି ବୃନ୍ଦା କୁଲୁଦିପଙ୍କ ମୃତ୍ୟୁ ପରେ ବିରୋଧ ଦଳର ମୁଖ୍ୟ କଂଗ୍ରେସ ନେତା ମାନ୍ୟବର ପଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ୍ ତାଙ୍କର ପରିବାରକୁ ମିଶି ସମବେଦନା ଜଣାଇଛନ୍ତି। ସେ ଏହି ଦୁଃଖଦ ଅବସରରେ ପରିବାର ପାଖରେ ପହଞ୍ଚି ବନ୍ଧୁ ବାନ୍ଧବ ମାନ୍ୟଗଣ୍ୟ ଦୁଃଖଦ ହେବା ସହିତ ପରିବାରଙ୍କୁ ଶାନ୍ତନା ଦେଇଥିଲେ।ଏହି ଅବସରରେ ସ୍ଥାନୀୟ ନେତା, ପାଳକ ସହ ସାମାଜିକ କର୍ମୀ ଓ ଅନେକ ନାଗରିକ ମଧ୍ୟ ଉପସ୍ଥିତ ରହି ବୃନ୍ଦା କୁଲୁଦିପଙ୍କ ପରିବାରକୁ ଶ୍ରଦ୍ଧାଞ୍ଜଳି ସହ ସମବେଦନା ଜଣାଇଛନ୍ତି ଆଜି ନିଜ ଗାଁର ପୂରାତନ ସଶାଣିରେ ଶବ ସତ୍କାରରେ ଅଞ୍ଚଳର ସମସ୍ତ ସଂଘଠନର ଲୋକେ ଆସି ୧୧/୬/୨୦୨୫ରେ ସାମିଲ୍ ହୋଇଥିଲେ।।