
ଉମରକୋଟ : ନବରଙ୍ଗପୁର । ଜିଲ୍ଲା ଉମରକୋଟ ସହର ଠାରେ ଥିବା ୟୁନିୟ ନିୟନ ବ୍ୟାଙ୍କ ଶାଖାରୁ ୨୩ ଲକ୍ଷ ଟଙ୍କା ହଡପ ଘଟଣାରେ ଏହାର ମୁଖ୍ୟ ମା’ ମାଷ୍ଟର ମାଇଣ୍ଡ ବିଜୟ କୁମାର ପ ପରିଡ଼ା ଓରଫ୍ ପାନଯା ଶ୍ରୀଧର ବେହେରା ଗିର ଗିରଫ ହେଇ ଜେଲ ଯିବା ପରେ ଆଜି ଉମରକୋଟ ପୋଲିସ ଘଟଣାରେ ସଂପୃକ୍ତ ଆଉ ୨ ଜଣଙ୍କୁ ଆଜି ଗିରଫ କରି କରି ଜେଲ ପଠାଇଛି। ଗିରଫ ବ୍ଯକ୍ତିମ କ୍ତିମାନେ ହେଲେ ବଂଶୀ ପନକା ଓ ଧର ଧରମ ଦାସ ପନକା | ବଂଶୀ ର ଘର ଝରିଗାଁ ଗାଁ ଥାନା ଅନ୍ତର୍ଗତ କୁସୁମୀ ହେଇଥିବା ବେ ବେଳେ ଧରମର ଘର ମଧ୍ୟ ଝରିଗାଁ ଥାନ ଥାନା ଅର୍ନ୍ତଗତ ଧନପୁର ଗ୍ରାମରେ। ଉମରକୋଟ ଆଇଆଇସି ରମାକାନ୍ତ ସାଏ ଙ୍କ * ନିର୍ଦ୍ଦେଶ କ୍ରମେ ଥାନା ସବ୍ ଇନ୍ଟପେକ୍ଟର ସିବଜୀ ପଣ୍ଡା କନେଷ୍ଟବଳ ନରେନ୍ଦ୍ର ନାୟକ କୌଣସି ସୂତ୍ରରୁ ଖବର ପାଇ କୁରାକଟା ଗ୍ରାମରେ ଚଢଉ କରି ଏହି ୨ ଜଣଙ୍କୁ ଗିରଫ, ବ୍ୟାଙ୍କ ଭଲ ଭାବରେ ଅବଗତ ଥିଲେ । ତେବେ ଝରିଗାଁ ଜଳଛାୟା ପ୍ରକଳ୍ପର ଅଧୂକାରୀ ଓ ବ୍ୟାଙ୍କ କର୍ମଚାରୀଙ୍କ ଅବହେଳା 3 ଦାୟିତ୍ଵ ହୀନତା ଯୋଗୁ ବିଜୟ ରୁ ୨୩ ଲକ୍ଷ ଟଙ୍କା ଜାଲିଆତି ଆତି କରି ହଡପ କରିବାରେ ସଫଳ ହୋ ହେଇଥିଲେ । ତେବେ ଗିରଫ ସଂଖ୍ୟା ଆହୁରି ବୃଦ୍ଧି ପାଇବ କାହାକୁ କୁ ବି ବି ଛଡ଼ା ଯିବ ଯିବ ନାହି ବୋଲି ଘଟଣାର ତଦନ୍ତ ଅଧୁକାରୀ ତଥା ପୋଲିସ ଆଇଆଇସି ରମାକାନ୍ତ ସାଏ ସୂଚନା ପ୍ରଦାନ କରିଛନ୍ତି ।
ଉଲ୍ଲେଖଯୋଗ୍ୟକି ଯେ ଝରିଗାଁ ଜଳଛାୟା ପ୍ରକଳ୍ପର ଏକ ଆକାଉଣ୍ଟ ଉମରକୋଟ ୟୁନିଅନ ବ୍ୟାଙ୍କ ଶାଖାରେ ଥୁଲା ଓ ଦୀର୍ଘ ବର୍ଷ ଧରି ଯେଉଁ ପ୍ରକଳ୍ପ ରେ ଟଙ୍କା ଥୁଲା ସେହି ପ୍ରକଳ୍ପ ବନ୍ଦ ହେ ଯାଇଥିଲା । କିନ୍ତୁ ଟଙ୍କା କିନ୍ତୁ ଟଙ୍କା ସେମିତି ଜମା ଏଥିପୂର୍ବରୁ । ହେଇକି ରହିଥିଲା। ଏହାର ଫାଇଦା ନେଇଥୁଲା ବିଜା ବିଜୟ କୁମାର ପରିଡ଼ା। ଡ଼ା । ବିଜୟ କଳାହାଣ୍ଡି ଜିଲ୍ଲାରେ ଜଳଛାୟା ପ୍ରକଳ୍ପରେ କାର୍ଯ୍ୟ କରୁଥିଲେ।