OdishaPolitics

ଦାୟିତ୍ବ ନେଲେ ନୂତନ ଏସ୍‌ପି

କନଷ୍ଟେବଲ ଓ ହାବିଲଦାର ସଂଘ ପକ୍ଷରୁ ଏସ୍‌ପିଙ୍କୁ ସ୍ବାଗତ କରାଯାଉଛି।

ନବରଙ୍ଗପୁର ୯।୬

ନବରଙ୍ଗପୁର ନୂତନ ଏସପି ଭାବେ ସୋମବାର ମଡ଼କର ସନ୍ଦୀପ ସମ୍ପତ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ପୂର୍ବରୁ ଭଦ୍ରକ ଏସ୍‌ପିଭାବେ କାର୍ଯ୍ୟ କରୁଥିଲେ। ଏହି ଅବସରରେ କନଷ୍ଟେବଲ ଓ ହାବିଲଦାର ସଂଘ, ଅତିରିକ୍ତ ଏସ୍‌ପି ବଟକୃଷ୍ଣ ମିଶ୍ର, ଆଦିତ୍ୟ ସେନ ଓ ଏସ୍‌ପି କାର୍ଯ୍ୟାଳୟର କର୍ମଚାରୀମାନେ ତାଙ୍କୁ ଭେଟି ପୁଷ୍ପଗୁଛ ଦେଇ ସ୍ବାଗତ ଜଣାଇଛନ୍ତି।

Editor@Abbc

Related Articles

Leave a Reply

Your email address will not be published. Required fields are marked *

Back to top button