OdishaPolitics

ଚେକ୍ ଡ୍ୟାମ ବିନାସ: ପ୍ରକୃତି ସୁରକ୍ଷା ଓ ବର୍ଷାପାଣି ସଂଗ୍ରହ ପ୍ରତି ଅବହେଳା

ନବରଙ୍ଗପୁର ୦୯/୦୬: ନବରଙ୍ଗପୁର ଜିଲ୍ଲାର ଏମିତି ପ୍ରତି ପଞ୍ଚାୟତ ସମିତି ଅଧୁନସ୍ତ ନୀଳ ମାନଙ୍କର ଦୃଶ୍ୟ ଆପଣ ମାନଙ୍କର ସମ୍ମୁଖରେ ଉପସ୍ଥାପନ କରାଯାଇଛି ଆସନ୍ତୁ ପର୍ଯ୍ୟବେସିତ ଏହି ଦୁଃଖଦ ସତ୍ୟ ଘଟଣାକୁ ସରଜଙ୍କର ଆଗକୁ ଆଣିବାକୁ ଚେଷ୍ଟା କରିବା :- ଯେ ପରିକି, ସହଗୁଡା ଓ ପାପଡାହାଣ୍ଡି ବ୍ଳନ, ଡାବୁଗାଁ ବ୍ଲକ, କୋଷାଗୁମୁଡା ବ୍ଲକ ଏଇମିତି ପ୍ରତ୍ୟେକ ତୁଚ୍ଛ

ଆଶ୍ରିତ ଅରେ, କିନ୍ତୁ ବର୍ତ୍ତମାନ ସେମାନେ ଜଳ ସୁବିଧାରୁ ବଞ୍ଚିତ । ଦହଣା ଅଞ୍ଚଳରେ ଛୋଟ ନାଳ ଓ ନେକ ଡେମ ର ଦୂରବସ୍ଥା: ପିତାକୁମୁର୍ତ୍ତି, ପଥରରଣ, ଅଶ୍ଵାସର, ମହାଳି , ଓଡ଼ିଆଲୁଜା, ମଙ୍ଗଳରେତା ଜନି ଗ୍ରାମରେ ଥିବା ଚେକ ଡେମ ଗୁଡିକ ପାଣି ବନ୍ଦ କରି ପାରୁନାହିଁ । ବର୍ଷା ପାଣି ପାତାଳଗାମୀ ହେବା ପୂର୍ବରୁ ଇନ୍ଦ୍ରାବତୀ ନଦୀ ଦ୍ୱାରା ଚାଲିଯାଉଛି, ଯାହା ଏହି ଅଞ୍ଚଳକୁ ଦୀର୍ଘକାଳୀନ ଅଭାବ ଦିଗରେ ଠେଲି ଦେଉଛି। ଭଞ୍ଜନା ଓ ଦେବତାଗୁଡ଼ା ଅଞ୍ଚଳର ସ୍ଥିତି: ଏଠାରେ ମଧ୍ୟ ଏହି ତେଜ୍‌ ନେମ ଗୁଡିକ ଭାଙ୍ଗି ଠାରୁ ଅନୁପସ୍ଥିତ ଅବସ୍ଥା ଏଠଟି ଯେ, ମାନ ହସ୍ତକ୍ଷେପ ଓ ସରକାରୀ ଅବହେଳା ଏହି ଅଞ୍ଚଳକୁ ବିପଦ ସମୁଦ୍ରରେ ଠକି ଦେଉଛି।

ବର୍ଷପାତି ସଂରକ୍ଷଣ ଓ ପ୍ରକୃତି ସନ୍ତୁଳନ ପାଇଁ ଗୁରୁତ୍ବପୂର୍ଣ ଭୂମିକା ନିଭାଉଥିବା ଦେକ ଗେମଗୁଡିକ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅବ୍ୟହସ୍ରା ଓ ଅବହେଳାରେ ପତି ବର୍ତ୍ତମାନ ଅବଳ ଓ ନଷ୍ଟ ହୋଇଯାଇଛନ୍ତି । ଏହା ମାନକ ଅନୁପାତରେ ମାତ୍ର ଚାକ୍ଷ ଓ ହଳସେଚନର ଅଭାବକୁ ନୁହେଁ, ବରଂ ଗାଁ ଗାଁତ ଜଳଜନିତ ସମସ୍ୟା ବଢ଼ାଇ ଦେଉଛି ସକୁଗୁଡ଼ା ନୂତନ ମେଡିକଲ ପାହାଡିଆ ଅଞ୍ଚଳର ଦୃଶ୍ୟ: ଏଠାରେ ଦୁଇଟି ଚେତ୍‌ ଚେମ ସମ୍ପୂର୍ଣ ଭାଙ୍ଗି ପଡିଛି । ଏହି ଚେମ ଉପରେ କନ୍ଦାହାଣ୍ଡି, ସାଗରମୁଣ୍ଡା,

ଇନ୍ଦ୍ରାବତୀ ନଦୀ ଓ ଅପରିବ୍ୟବସ୍ଥିତ ପାଣି ପ୍ରଦାନ: ଏହି ମହାନତା ବୋହି ଯାଉଛି, କିନ୍ତୁ ଏଠାରେ ସ୍ଥାନେ ସ୍ଥାନେ ବେକ ଡେମ ତିଆରି ହୋଇନଥିବାରୁ ବର୍ଷାପାଣି ଧଇଁ ଇପାରୁନାହିଁ । ଯଦି ସମୟରେ ଉଚିତ ପଦକ୍ଷେପ ଗ୍ରହଣ କରାଯାଇଥାନ୍ତା, ତେବେ କ୍ଷମାନେ ଭଲ ପଢି ପାଇଥାରେ।


ଏହି ସଂରକ୍ଷଣ ଓ ଚାଷୀ ଜୀବିକାକୁ ସୁରକ୍ଷିତ କରିବା ପାଇଁ ଚେକ ଚେମ ଗୁଡିକର ପୁନଃସ୍ଥାପନା ଏବଂ ନୂଆ ଗେମ ତିଆରି

ଉପରେ ଗମ୍ଭୀର ଭାବେ ଚିନ୍ତା କରି ଦୂରସ୍ତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ, ତେବେ ହେଉଛି ଏହି ଅଞ୍ଚଳର ଜଳ ସଂକଟର ସମାଧାନ

ଭିନ୍ନତା: ପ୍ରତି ଧାରଣରେ ଚାଷମାନେ ପ୍ରତି ବର୍ଷ ବର୍ଷାଳ କଳି ତାଙ୍କ ଚାକ୍ଷ ଗଢି ନିର୍ଣ୍ଣୟ ଏଠାରେ ଚାଟିଆ ନାକ୍ଷ ସବୁଠୁ 일요 ଦେଖାଯାଏ ମୁଖ୍ୟତଃ ମଳା, ମାଣ୍ଡି, ଏବଂ କେତେକ ସ୍ଥାନରେ କର୍ମ, ଯେଉଁ ଚାଷ ବର୍ଷା ଉପରେ ନିର୍ଭର କରି ଅଛ ନଳରେ ହେବା ସମ୍ଭବ। ଏହାସହିତ 6 ଅଞ୍ଚଳରେ ଧାନ ଚାଷ ପ୍ରମୁଖ, ସାହାପାଇଁ のむのむのか ପନିପରିବା ଭଳି ଭଳି ଓ ଗଜମି କାକ୍ଷ କଉଛି, ଯେଉଁଥିରେ ମଧ୍ୟ ପାଣି ନିୟମିତ ଦରକାର ହୁଏ । କିନ୍ତୁ ଚେକ୍ ଚେମ ଭାଙ୍ଗି ପରିକା ଓ ବର୍ଷାପାଣି ଉପକୂସ୍କୋର କାରଣରେ ଏହି ଚାଞ୍ଚ ଗୁଡିକ ଓ ଢାଞ୍ଚା ମୂର୍ତି ଅସୁବିଧା ଭୋଗୁଛନ୍ତି । ଜଳ ନ ଥିଲେ, ମାଟି ଉପକାର ନୁହେଁ, ନାକ୍ଷୀ ହାରିଯାନ୍ତି ଆଉ । ଏହି ଅବସ୍ଥାକୁ ଦୂର କରିବା ପାଇଁ ପ୍ରାକୃତିକ ଜଳ ସ୍କୋର ଯନ୍ତ୍ରଣା ପୁନଃସ୍ଥାପନ ଏବଂ ନୂଆ ଚେନ୍ ନେମ ତିଆରି ଅତ୍ୟାବଶ୍ୟକ । ଏହା ହେଉଛି ନବରଙ୍ଗପୁରର ଚାଷୀ ମାନଙ୍କ ଆତ୍ମକତା l

Editor@Abbc

Related Articles

Leave a Reply

Your email address will not be published. Required fields are marked *

Back to top button