
ମାଲକାନଗିରି ୦୮/୦୬: ଓଡ଼ିଶାରେ ଚାଲିଛି ଭୂପାଲ୍ରେ ଚାଲିଥିବା ଜ୍ଞାନ କମାଅ କମ୍ପାନୀର ଧୃତଗତି। ଦିନକୁ ଦିନ ଦି ବଢ଼ିବାରେ କମ୍ପାନୀର ପ୍ରାଦୁର୍ଭାବ । ଘରେ ଘରେ ଚାଲିଛି ଦକ୍ଷତା ବିକାଶ ତାଲିମ୍ ତାହାବି ଅନ୍ୟ ଅନଲାଇନ୍ ମାଧ୍ୟମରେ । ଏଠାରେ ଓଡ଼ି ଓଡ଼ିଶା । ସରକାର ଦକ୍ଷତା ବିକାଶ ତାଲିମ୍ ଦେଇ ଲୋକଙ୍କୁ ଆତ୍ମନିର୍ଭରଶୀଳ କରିବା ଅପାରଗତାର ପ୍ରକାଶ ପାଉଛି । କେବଳ ଓଡ଼ିଶା ରାଜ୍ୟକୁ ଛାଡ଼ିଦେଲେ ଅନ୍ୟ କୌଣସି ରାଜ୍ୟରେ ଏହା ଚାଲିନାହିଁ ଏହି କମ୍ପାନୀର ନାମ Gyankamao เคยฐตด ଏହି କମ୍ପାନୀ ଅନଲାଇନ୍ ମାଧ୍ୟମରେ ଦକ୍ଷତା ବିକାଶ ନାଁ ରେ ଓଡ଼ିଶାରୁ କୋଟି କୋଟି ଟଙ୍କା ଲୁଟୁଥିବାର ନଜିର ରହିଛି। ଏହା କେବଳ ସୋସିଆଲ୍ ମିଡ଼ି ଆରେ ଉପଲବ୍ଧ ଯଥା Instagram, Facebook, Tele-gram ଭଳି ଆଦିରେ ବିଜ୍ଞାପନ ଦେଇ କୋଟି କୋଟି ଟଙ୍କା ଲୁଟୁଥୁବା ଦେଖିବାକୁ ମିଳିଛି। ରକ୍ତ କମ୍ପାନୀର କୌଣସି ପ୍ରଡକ୍ଟ ନାହିଁ ଆମେ ପୂର୍ବରୁ
ମଧ୍ୟ ଏହା ଉପରେ ବିଶେଷ ଖବର କାଗଜରେ ପ୍ରକାଶ କରିଥୁଲୁ କିନ୍ତୁ ବିଭାଗୀୟ ଅଧୁକାରୀ କିମ୍ବା ସରକାର ମଧ୍ୟ ନିରବଦ୍ରୋଷ୍ଟା ସାଜିଛି ।
ଠକେଇର ଶିକାର ହେଉଛନ୍ତି ଲକ୍ଷେ ଲକ୍ଷେ ଲୋକ, ଘରେ ବସିଥିବା ବେରୋଜଗାରୀ ନିରୀହ ମହିଳା ଏବଂ ପୁରୁଷ। ଏଭଳି ଏକ କମ୍ପାନୀ, ମଧ୍ୟପ୍ରଦେଶର୍ ଭୋପାଲ ସ୍ଥିତ ପାରାସ୍ ହାଇଟୁ, ମୁର୍ଲି ନଗର, କରଣ୍ଡ, ଭୋପାଳ, ମଧ୍ୟପ୍ର ଦେଶ ୪୬୨୦୩୮ ଠାରେ ରକ୍ତ କମ୍ପାନୀର ଅଫିସ ଅଛି । ଯାହାର ନାମ ହେଲା Gyan Kamao ମଲିକର ନାମ ରିତିକ୍ ଧାକଡ଼ା
ସବୁଠାରୁ ବଡ଼ କଥା ହେଲା କମ୍ପାନୀର କୌଣସି ପ୍ରଡକ୍ଟ ନାହିଁ, କିଛି ପ୍ୟାକେଜ୍ ସେ ତିଆରି କରିଛି ତାହାବି କମ୍ପାନୀରେ ଜଇନ୍ କରିବେ ଲୋକେ ଟଙ୍କା ଦେଇକି। ସିଲଭର ପ୍ୟାକେଜ୍, ୯୯୯, ଗୋଲଡ୍ ପ୍ୟାକେଜ୍ ୧୯୯୯, ଡାଇମଣ୍ଡ୍ ପ୍ୟାକେଜ୍ ୩୯୯୯,
ପ୍ଲାଟିନମ୍ ପ୍ୟାକେଜ୍ ୭୯୯୯, ପ୍ରିମିୟମ୍ ପ୍ୟାକେଜ୍ ୧୫୯୯୯, ପ୍ରିମିୟମ୍ ପ୍ଲସ୍ ପ୍ୟାକେଜ୍ ୩୧୯୯୯ ଟଙ୍କା ଏସବୁ ଟଙ୍କା ଦେଇ ଆପଣ ଜଇନିଂ କଲେ ଆପଣଙ୍କୁ ଏହା ବଦଳରେ କିଛି ମିଳୁ ନାହିଁ ସେ ଲୋକଙ୍କୁ ଅନଲାଇନ୍ରେ ଭିଡିଓ ତିଆରି କରି ଟ୍ରେନିଂ ଦିଅନ୍ତି। ତାପରେ ଲୋକେ କଣ କରତି ସେହି କମ୍ପାନୀର ଭିଡିଓ
ଫୋଟୋ ତିଆରି କରି Instagram, Facebook, ଆଦି ସୋସିଆଲ୍ ମିଡ଼ିଆରେ ଷ୍ଟେଟସ୍ ଲଗାଇବେ ଏବଂ ପ୍ରଚାର ପ୍ରସାର କରିବେ । କଣ ପାଇଁ ନା ଏସବୁ ଦେଖ୍ କମ୍ପାନୀରେ ଅଧିକ ମାତ୍ରାରେ ଜଇନ୍ କରିବେ ଗୋଟିଏ ଜଇନ୍ କଲେ ତାଙ୍କୁ ୭୦%୮୦% ପ୍ୟାକେଜ୍ ହିସାବରେ କମିଶନ୍ ଦେବେ । ଲୋକେ ଯେତେଜଣଙ୍କୁ ତାଙ୍କ ଡାଉନ୍ ଲାଇନ୍ରେ ଜଇନ୍ କଲେ ତାଙ୍କୁ କମିଶନ୍ ମିଳିବ । କିନ୍ତୁ ଯେଉଁମାନେ ଡାଉନ୍ରେ ଜଇନ୍ କଲେ ସେମାନଙ୍କୁ କିଛି ମିଳିବ ନାହିଁ । କଥା ହେଲା ଏତେ ସବୁ ଟଙ୍କା କମ୍ପାନୀ ଲୋକଙ୍କୁ ଠକୁଛି କିଏ ତାଙ୍କୁ ହକ୍ ଦେଲେ ଏବଂ କଣ ପାଇଁ ଗରିବ ଲୋକଙ୍କୁ ଶୋଷଣର ଶିକାର ହେବାକୁ ପଡୁଛି । ଏମିତି କମ୍ପାନୀ ଯେଉଁ ଜାଲ ବିଛେଇଛି ହଜାର, ହଜାର କୋଟି ଟଙ୍କା କମ୍ପାନୀ ଠକୁଛି ଏହି ବିଷୟରେ ସରକାର ଦୃଷ୍ଟି ଦେଇ ତଦନ୍ତ କରିବାର ଆବଶ୍ୟକତା ଅଛି ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାର ଦରକାର ଅଛି। କାରଣ ଲୋକେ ଚିଟଫଣ୍ଡ ନାଁରେ ବହୁତ ଠକେଇ ହୋଇସାରିଛନ୍ତି । ଲୋକେ ବହୁତ ହରେଇ ହଇରାଣ ହେବାର ଦେଖାଯାଇଛି ବିଭିନ୍ନ କମ୍ପାନୀ ଦ୍ୱାରା ବିଭିନ୍ନ ପ୍ରକାର କେଇର ଶିକାର ହେଉଛନ୍ତି । ଦେଖିବାକୁ ବାକି ରହିଲା ସରକାର ଏ ବିଷୟକୁ କେତେ ଗୁରୁତ୍ଵ ଦେଉଛତି କିମ୍ବା ତଦନ୍ତ କରୁଛନ୍ତି।