EducationOdisha

ନବରଙ୍ଗପୁର ପି.ଏମ. ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ବିଶ୍ୱ ପରିବେଶ ଦିବସ – ୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ

ନବରଙ୍ଗପୁର ୦୫/୦୬) ନବରଙ୍ଗପୁର ପି.ଏମ. ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ବିଶ୍ୱ ପରିବେଶ ଦିବସ -୨୦୨୫ ଅବସରରେ ଏକ ପେଡ ମା କେ ନାମ—୨.୦ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁ ଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ହିତେଶ କୁମାର ବର୍ମା ଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଧ୍ୟାପକ ଶ୍ରୀ ପର୍ଶୁରାମ ବିଷୋୟୀ, ଆଶୁତୋଷ ଶାହା ଅଧ୍ୟାପିକା ଅନୁରାଧା ମିର୍ଷା ଛାତ୍ରଛାତ୍ରୀ ଙ୍କ ସହିତ ‘ମା‘ ମାନଙ୍କ ସହ ଅଭିଭାବକ ଓ ଶିକ୍ଷକ ସଂଘର ଉପସଭାପତି ଶ୍ରୀ ଡଃ. ପୂର୍ଣଚନ୍ଦ୍ର ମହାପାତ୍ର ସହିତ ଅନ୍ଯ ଅଭିଭାବକ ମାନେ ଉପସ୍ଥିତ ରହି ସ୍କୁଲ ପରି ସରରେ ବହୁ ବୃକ୍ଷ ରୋପଣ କରାଯାଇଥିଲା ।

Odisha State News

Web@admin

Related Articles

Leave a Reply

Your email address will not be published. Required fields are marked *

Back to top button