OdishaPolitics

ଦୁର୍ଘଟଣା ଘଟିବା ପୂର୍ବରୁ ଜାତୀୟ ରାଜପଥ କଡ଼ରୁ ବିପଦ ସଂକୁଳ ଗଛ ହଟାଇବାକୁ ଦାବି

ପାପଡାହାଣ୍ଡି ୦ ୪/୬ ପାପଡାହାଣ୍ଡି ରୁ ନବରଙ୍ଗପୁର ମଧ୍ୟରେ ଯାଇଥିବା ଜାତୀୟ ରାଜପଥ ୨୬ ସଦା এই ସର୍ବଦା ବ୍ୟସ୍ତ ବହୁଳ। ପ୍ରତ୍ୟେକ ଦିନ ରାସ୍ତାରେ ରେ ଶତାଧୂକ ଟ୍ରକ, ବସ, କାର, ବାଇକ,ଅଟୋ, ସାଇକେଲ ଏବଂ ପଥ ପଥଚାରି ଯିବା ଆସିବା କରିଥାନ୍ତି। ଏହି ରାଜପଥର 2181 କଡ଼ ରେ ଏକ ଗଛ ମୂଳରୁ ଓପାଡିହୋଇ ଅନ୍ୟ ଏକ ଗଛ ଉପରେ ଭରା ହୋଇ ଜା ଜାତୀୟ ରାଜପଥ ପଟକୁ ଝୁଲିକି ରହିଛି। କେ କେତେବେଳେ ଜେ ରାସ୍ତା ଉପରେ ପଡ଼ିଯିବ କହିହେବ ନାହଁ। ଏହି ଜାତୀୟ ରାଜପଥ ସବୁ ବେଳେ ବ୍ୟସ ବ୍ୟସ୍ତ ବହୁଳ ରହୁଥ‌ିବା ବେ ବେଳେ ଯଦି କାହାର କିଛି ଧନ ଜୀବନ କୌଣସି ବୈ କ୍ଷୟକ୍ଷତି ହେବ এথ্ ପାଇଁ କେଉଁ ପ୍ରଶାସନିକ ଅଧ୍ କାରୀ ଦାୟୀ ?, ଏହି ରାସ୍ତା ଦେଇ ପ୍ରତିଦିନ ବିଭିନ୍ନ ଜିଲ୍ଲା ସ୍ତରୀୟ ସରକାର Iରୀ ଅଧିକାରୀ, ଉଚ୍ଚ ପଦସ୍ଥ ଅଧିକାରୀ ଯିବା ଆସିବା କରିଥାନ୍ତି କିମ୍ଭ କିନ୍ତୁ କାହାରି ନଜର ଏଥିପ୍ରତି ପଡୁନାହିଁ । ଖାସ କରି ଜଙ୍ଗଲ ବିଭାଗ ର ବାବୁ ମାନଙ୍କୁ, କୌଣସି ଦୁର୍ଘଟଣା ଘଟିବା ପୂର୍ବରୁ ଏହି ବିପଦ ସଂକୁଳ ଅବସ୍ଥାରେ ଥିବା ଗଛ କୁ ତୁରନ୍ତ ଜାତୀ ରହିବେ ?, ଏ ଜାତୀୟ ରାଜପଥ କଡ଼ରୁ ହଟାଇବା ପାଇଁ ସାଧାରଣ ଧାରଣ ରେ ଦାବି ହୋଇଛି। ଏହି ବିପଦ ସ ସଂକୁଳ ଗଛଟି ପାପଡାହାଣ୍ଡି ଛକ ଏବଂ ଆଦିବାସୀ ସଂଗ୍ରହାଳୟ ମଧ୍ୟରେ ରହିଅଛି ।

Govinda tripathy 84805 56478 district president nabarangpur

Editor@Abbc

Related Articles

Leave a Reply

Your email address will not be published. Required fields are marked *

Back to top button